Odia News Portal

ସୃଷ୍ଟି ହେଲା ଲଘୁଚାପ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।ଏହାର ପ୍ରଭାବରେ ରାଜ୍ୟରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ…

୧୨୦ ବର୍ଷ ପରେ ବ୍ଳାକ ପଗୋଡାରୁ କଢାଯିବ ବାଲି

ଦୀର୍ଘ ୧୨୦ ବର୍ଷ ପରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରରୁ ବାଲି କଢାଯିବ । ଆଜି ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ପକ୍ଷରୁ ଭୂମି ପୂଜା କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନକୌଶଳ ସହାୟତାରେ ମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବାକୁ ଯୋଜନା ହୋଇଛି । ମନ୍ଦିର…

ବାରରେ ଭୟଙ୍କର ଅଗ୍ନିକାଣ୍ଡ, ୩୨ ମୃତ

ଭିଏତନାମର ଥୁଆନ୍ ଆନ୍ ସହରର ଏକ ବାରରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଅତି କମରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଦେଶର ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ‘କାରାଓକେ ବାର୍’ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ନିଆଁ ଲାଗିଯିବାରୁ…

ଖେଳ ଶିକ୍ଷକଙ୍କ ଆତ୍ମହତ୍ୟା

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଁଚୁଡିରେ ଏକ ଭଡ଼ା ଘରେ ଜନୈକ ଖେଳ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି। ଶିକ୍ଷକଙ୍କ ନାମ ପର୍ଶୁରାମ ସେଠୀ। ସେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତି ପୀଠରେ ଖେଳ ଶିକ୍ଷକ ଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତ ଶିକ୍ଷକଙ୍କ ଘର ଅଡ଼ା…

ରଣବୀର-ଆଲିଆଙ୍କୁ ତୀବ୍ର ବିରୋଧ

ଚର୍ଚ୍ଚାରେ ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର-ଆଲିଆ। ଶୁକ୍ରବାର ରିଲିଜ ହେବାକୁ ଯାଉଛି ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଫୁଲ୍‌ ଦମ୍‌ରେ ଏହି ଫିଲ୍ମର ପ୍ରମୋସନ୍‌ ପାଇଁ ଦୁହେଁ ଲାଗିପଡିଛନ୍ତି। ତେବେ ଫିଲ୍ମ ରିଲିଜ ପୂର୍ବରୁ ଉଭୟ ରଣବୀର କପୁର ଓ ଆଳିଆ ଭଟ୍ଟ ମହାକାଳ ମନ୍ଦିର ଦର୍ଶନ ପାଇଁ…

ପଛସିଟ୍ ଯାତ୍ରୀଙ୍କ ପାଇଁ ସିଟବେଲ୍ଟ ବାଧ୍ୟତାମୂଳ; ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ଏଣିକି ସମସ୍ତ କାରର ପଛସିଟରେ ବସି ଯାତ୍ରା କରୁଥିବା ଲୋକମାନେ ସିଟବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ ହୋଇଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହା କହିଛନ୍ତି। ଖୁବ୍‍ଶୀଘ୍ର ଏ ସମ୍ପର୍କିତ ଆଦେଶ ଜାରି କରାଯିବ ବୋଲି ସେ କହିଛନ୍ତି । ଟାଟା ସନ୍ସ ଅଧ୍ୟକ୍ଷ ସାଇରସ୍‍…

ପିଟିସନ ପ୍ରତ୍ୟାହାର କଲେ ବର୍ଷା

ସାଂସଦ ଅନୁଭବ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷଗ୍ରହଣ ଆବେଦନ କରିଥିଲେ ବର୍ଷା । ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ ।ତଳ କୋର୍ଟରେ ଆବେଦନ…

କେନ୍ଦ୍ର କରିବ ପିଏମ-ଶ୍ରୀ ସ୍କୁଲ

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବୁଧବାର ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ୍ ଶ୍ରୀ) ଯୋଜନା ଆଧାରରେ ଏକ ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦେଶର ପ୍ରାୟ ୧୪, ୫୦୦ ସ୍କୁଲକୁ ଏହି ଯୋଜନା…

ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତାର ବଦଳିଲା ନାମ

ଦେଶର ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ଭବନରୁ ନେଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତା ଏବେ ‘କର୍ତ୍ତବ୍ୟ ପଥ’ ନାଁରେ ପରିଚିତ ହେବ । ନୂଆଦିଲ୍ଲୀର ମ୍ୟୁନିସିପାଲିଟି କାଉନସିଲ (NDMC) ର ଏକ ସ୍ୱତନ୍ତ୍ର ବୈଠକ ଏହାର ନାମ ରାଜପଥରୁ ପରିବର୍ତ୍ତନ କରି ‘କର୍ତ୍ତବ୍ୟ ପଥ’କରିବା ପ୍ରସ୍ତାବକୁ…

ପୁଅର ଗୁଳିରେ ବାପା ମୃତ

ପୁଅର ଗୁଳିରେ ବାପ ର ମୃତ ।ଘରୋଇ ଝଗଡା ନେଲା ଉଗ୍ର ରୂପ । ଉଦଳା ଥାନା କାଶିକୁଣ୍ଡଳ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଉଦଳା ଥାନା କାଶିକୁଣ୍ଡଳ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ବାପ ପୁଅଙ୍କ ମଧ୍ୟରେ ଘରୋଇ ବିବାଦକୁ ନେଇ ଝଗଡା ହୋଇଥିଲା । ଝଗଡା ଏତେ ଉଗ୍ର ଥିଲା ଯେ ବାପା ଟିଲୁ…