Odia News Portal

ଆଜିଠୁ ଭିଜିବ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନ, ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଆସୁଛି ଲଘୁଚାପ । ଆସୁଛି ବଡ଼ ବର୍ଷା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା…

ଆଜି ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ଆଜି ପବିତ୍ର ସୁନିଆଁ ଉତ୍ସବ । ସନ୍ଧ୍ୟାରେ ଗଜପତିଙ୍କ ଶ୍ରୀନଅର ରେ ପାଳିତ ହେବ ସୁନିଆଁ ଉତ୍ସବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଆଜିଠୁ ୬୫ ଅଙ୍କ ଆରମ୍ଭ । ମଧ୍ୟାହ୍ନ ଧୂପ ବଢିବା ପରେ ନୀତି ଆରମ୍ଭ ହେବ । ଅପରାହ୍ନ ୫ଟାରୁ…

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ରେ ପଶ୍ଚିମ ଓଡ଼ିଶା ବନ୍ଦ ,ଧର୍ମଗଡ଼ ସହର ପ୍ରଭାବିତ

ପଶ୍ଚିମ ଓଡ଼ିଶାରେ ତେଜୁଛି ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି , ଦୀର୍ଘ ବର୍ଷ ହେବ ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର କୋଶଲ ରାଜ୍ୟ ମାନ୍ୟତା ଦାବି ନେଇ ଅନେକ ସମୟରେ ଆନ୍ଦୋଳନ,ବନ୍ଦ୍ ଡାକରା ଦେଇ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରାଯାଇଛି । ଆଜି ମଧ୍ୟ ପଶ୍ଚିମ ଓଡ଼ିଶା ବନ୍ଦ୍…

‘ବେକରେ ରଶି ଲାଗି ବିଚାରପତିଙ୍କ ମୃତ୍ୟୁ’

ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ମର୍କତ ନଗର ପୋଲିସର ହସ୍ତଗତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ବେକରେ ରଶି ଲାଗି ବିଚାରପତିଙ୍କର ମୃତ୍ୟୁ ହୋଇଛି । ରଶି ଯୋଗୁ ତାଙ୍କ ବେକର ବିଭିନ୍ନ ସ୍ଥାନରେ ଦାଗ ଥିବା ରିପୋର୍ଟରେ…

ଆଜି ପ୍ରକାଶ ପାଇବ ନିଟ୍ ରେଜଲ୍ଟ

ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଆଜି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଅଣ୍ଡର ଗ୍ରାଜୁଏଟ୍ ପରୀକ୍ଷା ଫଳ-୨୦୨୨ ପ୍ରକାଶ କରିବ | ସନ୍ଧ୍ୟା ୬ଟାରୁ ୮ଟା ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯାଇପାରେ | ଛାତ୍ରଛାତ୍ରୀ ଅଫିସିଆଲ୍ ୱେବସାଇଟ୍ neet.nta.nic.in ରେ ନିଜ…

ରାଉରକେଲା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର ଆଜି ହେବ ସମୀକ୍ଷା

ଦେଶର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ଆଜି ସମୀକ୍ଷା କରିବେ ଏଫଆଇଏଚ, ହକି ଇଣ୍ଡିଆ ଓ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ । ଆଜି ରାଉରକେଲା ଗସ୍ତରେ ଆସି ବିପିୟୁଟି ପରିସରରେ ନିର୍ମିତ ହେଉଥିବା ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ ।…

‘ବିଗବସ୍‌ ୧୬’ରେ ନଜର ଆସିବେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା

ସଲମାନ ଖାନ ପୁଣିଥରେ ‘ବିଗବସ୍‌’ର ନୂଆ ସିଜିନ ନେଇ ଆସୁଛନ୍ତି। ଏହି ଶୋରେ ଭାଗ ନେବାକୁ ଥିବା ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସୁଛି। ଏହି ଶୋ’ରେ ଅଂଶଗ୍ରହଣ କରିବା ବିଷୟରେ ଅନେକ ସେଲିବ୍ରିଟିଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି । ହେଲେ ଏହା ମଧ୍ୟରେ ସବୁଠାରୁ ବେଶ୍‌ ଚର୍ଚ୍ଚାରେ ରହିଛି…

ନାଜାଲ୍ କୋଭିଡ ଟିକାକୁ ମଂଜୁରୀ

ଭାରତର ପ୍ରଥମ ନାଜାଲ୍ କୋଭିଡ ଟିକାକୁ ମଂଜୁରୀ । ଭାରତ ବାୟୋଟେକ୍ ପ୍ରସ୍ତୁତ ନାଜାଲ୍ ଟିକାକୁ ମଂଜୁରୀ ଦେଲା ଡିସିଜିଆଇ । ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯାଇପାରିବ ନାଜାଲ୍ ଟିକା । ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଟିକାକୁ ଅନୁମୋଦନ ଦିଆଯାଇଛି। କରୋନା ପାଇଁ ଭାରତ…

ପୁଅକୁ ଧରି ଶାଶୁଘର ସାମ୍ନାରେ ବୋହୂର ଧାରଣା

ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ବାଙ୍କୀ ମୁହାଁଣ ଅଞ୍ଚଳରେ ପୁଅକୁ ଧରି ଶାଶୁଘର ସାମ୍ନାରେ ଧାରଣା ଦେଇଛି ବୋହୂ । ଶାଶୂ ଓ ନଣନ୍ଦ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ । ତାଙ୍କ ସ୍ୱାମୀ ଜିଲ୍ଲା ଫ୍ୟାମିଲି କୋର୍ଟରେ ଏକ ଛାଡପତ୍ର ପାଇଁ ମାମଲା ରୁଜୁ କରିଥିଲେ କିନ୍ତୁ…

ବିସିଂହପୁର ଥାନାରେ ଯୋଗ ଦେଲେ ନୂତନ ଅଧିକାରୀ

ବୋରିଗୁମ୍ମା ବ୍ଲକ ବି ସିଂହପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବରେ ଏସଆଇ ସମ୍ବିତ କୁମାର ସ୍ୱାଇଁ ଯୋଗଦାନ କରିଛନ୍ତି । ପୂର୍ବତନ ଥାନା ଅଧିକାରୀ ଦାମଦର ବିହାରୀଙ୍କ ଠାରୁ ଦାଇତ୍ଵ ଗ୍ରହଣ କରିଛନ୍ତି ଶ୍ରୀ ସ୍ବାଇଁ । ଦାଇତ୍ଵ ଗ୍ରହଣ ପରେ ଶ୍ରୀ ସ୍ବାଇଁ ବିସିଂହପୁର ସାତ ଭଉଣୀ…