୬ରେ ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଦିଲ୍ଲୀ କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ତାରିଖ ଦିନ ୧୧ଟାରେ ଭୁବନେଶ୍ୱର ଫେରିବେ । ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷ ପୂରଣ ଓ ଦିଲ୍ଲୀରେ ଜୀବନବ୍ୟାପୀ ସାଧନା ନିମନ୍ତେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ସମ୍ମାନ ପରିପ୍ରେକ୍ଷୀରେ ବିମାନବନ୍ଦରରେ ନବୀନଙ୍କୁ!-->…
