ବେଲ୍ଟ ପିନ୍ଧି ନ ଥିଲେ ସାଇରସ ମିସ୍ତ୍ରି
ଗତ ରବିବାର ଦିନ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ ସାଇରସ ମିସ୍ତ୍ରୀ ବେଲ୍ଟ ପିନ୍ଧି ନ ଥିଲେ । ଦୁର୍ଘଟଣାର କାରଣ ସଂପର୍କରେ ଅନୁସନ୍ଧାନ କରୁଥିବା ପୋଲିସ ଏହି ସୂଚନା ଦେଇଛି । କାରର ପଛସିଟରେ ବସିଥିବା ସାଇରସ ମିସ୍ତ୍ରି ବେଲଟ ପିନ୍ଧି ନ ଥିବା କାରଣରୁ!-->…
