ମହିଳା ମାନେ ନ ଗାଧୋଇ କରନ୍ତୁ ନାହିଁ ଏହି କାମ
ଏମିତି କିଛି କାମ ଯାହାକୁ ବିନା ଗାଧୋଇ କରାଯାଏ ନାହିଁ । ହିନ୍ଦୁ ଧର୍ମରେ ପ୍ରତିଦିନ ଗାଧୋଇବାର ବହୁତ ମହତ୍ୱ ରହିଛି ।
• ମହିଳାମାନେ ବିନା ସ୍ନାନରେ ତୁଳସୀ ଗଛରେ ଜଳ ଦିଅନ୍ତୁ ନାହିଁ । ଏହାକୁ ଅଶୁଦ୍ଧ ହାତରେ ଛୁଇଁବା ବା ବିନା ସ୍ନାନରେ ଜଳ ଦେବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧ!-->!-->!-->…
