Odia News Portal

ଆସ୍ଥା ଭୋଟ୍ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସଂଖ୍ୟା ଗରିଷ୍ଠ ପ୍ରମାଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଆସ୍ଥା ଭୋଟ୍ ଜିତିଲା ଆପ୍। ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ଆଜି ଆସ୍ଥା ଭୋଟ୍ ହୋଇଥିଲା। ୫୮ ଜଣ…

ଚୀନରେ ବଢିଲାଣି କରୋନା

ଚୀନର କେତେକ ସହରରେ ପୁଣି କରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି କାରଣ ଯୋଗୁଁ ପୁଣିଥରେ ଆରମ୍ଭ ହୋଇଛି ଲକଡାଉନ। ପ୍ରତିଦିନ ହଜାର ହଜାର ମାମଲାରେ କରୋନା ମାମଲା ଦେଖିବାକୁ ମିଳିଛି। ଏହା ଦେଖି ଚେଙ୍ଗଦୁ ସହରରେ ଦୁଇ କୋଟିରୁ ଉର୍ଦ୍ଧ୍ୱ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି। ଚୀନ…

ଆଉ ୩ ଦିନ ଗରମ,ଗୁଳୁଗୁଳି

ଦୁର୍ବଳ ମୈାସୁମୀ ପ୍ରଭାବରେ ଆଗାମୀ ୩ ଦିନ ଜାରି ରହିବ ଗରମ , ଗୁଳୁଗୁଳି । ୪ ତାରିଖରେ ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ସମ୍ଭାବନା । ୪ ତାରିଖରେ ବର୍ଷା ଯୋଗୁଁ ମୈାସୁମୀ ସକ୍ରିୟ ହେବା ନେଇ ଆକଳନ । ଅଗଷ୍ଟ ୧ ରୁ ସେପ୍ଟେମ୍ବର ୧ ଯାଏଁ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି । ୬ ଜିଲ୍ଲାରେ…

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ଶୁଭେଚ୍ଛା ଜଣାଇ​ଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ ୩୦ ସେକେଣ୍ଡର ଭିଡିଓ ଜାରି କରାଯାଇଛି । ଭିଡିଓରେ ମୁଖ୍ୟମନ୍ତ୍ରୀ ପ୍ରଣାମ କରି ଜୟ ମା ସମଲେଶ୍ୱରୀ କହିଛନ୍ତି । ଆପଣମାନଙ୍କେ ସମସ୍ତଙ୍କେ ମୋର ନୂଆଁଖାଇ…

ଆଜି ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ କାଳିଆ ସହାୟତା

ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଁଖାଇରେ ଆଜି ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ କାଳିଆ ସହାୟତା । ୪୧ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୮୬୯ କୋଟି ଟଙ୍କା । ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜଭୁତ କରିବା ପାଇଁ ଅଷ୍ଟମ ଥର ପାଇଁ ରାଜ୍ୟ ସରକାର…

ଆଜି ଓ ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ…

କମିଲା ଏଲପିଜି ସିଲିଣ୍ଡର ଦର

କମର୍ସିଆଲ ଏଲପିଜି ସିଲିଣ୍ଡର ଗ୍ରାହକଙ୍କ ପାଇଁ ଖୁସି ଖବର। କମର୍ସିଆଲ ଏଲପିଜି ଦର ପୁଣି କମିଛି । ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମର କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ପୂର୍ବରୁ ୧୯୭୬.୫୦ ଟଙ୍କା ଥିଲା।…

ଯମୁନାରେ ବିସର୍ଜନ କଲେ ୫୦ ହଜାର ଜୋରିମାନା

ସେପ୍ଟେମ୍ବର ୯ରେ ଗଣେଶ ପୂଜା ଭସାଣି ଅନୁଷ୍ଠିତ ହେବ । ତେବେ ଯମୁନା ନଦୀ କିମ୍ବା ଅନ୍ୟ ସରକାରୀ ଜଳାଶୟରେ ଯଦି ଗଣେଶ ମୂର୍ତ୍ତି ବିସର୍ଜନ କରାଯାଏ, ତେବେ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯିବ ବୋଲି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରର କମିଟି (ଡିପିସିସି) ପକ୍ଷରୁ କଡା…

ବନ୍ଦ ହେଲା ଚୀନର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ମାର୍କେଟ

ବନ୍ଦ ହେଲା ଚୀନର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ମାର୍କେଟ । କରୋନା ଭାଇରସ ମହମାରୀ ସହ ଜୁଝୁଥିବା ଚୀନ ଦୁନିଆର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ହୋଲସେଲ ମାର୍କେଟ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ଚୀନର ଟେକ୍ନୋଲୋଜୀ ହବ୍ କୁହାଯାଉଥିବା ସେହଜନ୍ ହୋଲସେଲ ମାର୍କେଟ ବନ୍ଦ କରିବା ପାଇଁ…

ସୋନାଲି ହତ୍ୟା ମାମଲାର ନୂଆ ଅପଡେଟ୍

ଅଭିନେତ୍ରୀ ତଥା ବିଜେପି ନେତା ସୋନାଲି ଫୋଗଟ ହତ୍ୟା ମାମଲାରେ ବଡ ଖବର ଆସୁଛି। ସୋନାଲି ଫୋଗଟଙ୍କ ଫାର୍ମ ହାଉସରୁ ଡିଭିଡି, ଲାପଟପ ଏବଂ କିଛି କାଗଜପତ୍ର ଚୋରି କରୁଥିବା ଅପରେଟର ଶିବମଙ୍କୁ ହରିୟାଣା ପୋଲିସ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ସୋନାଲିଙ୍କୁ ହତ୍ୟା କରିବା ପରେ ଶିବମ ସକାଳେ…