ଜାଲ୍ ଜାତିଗତ ପ୍ରମାଣପତ୍ର ମାମଲା: କ୍ରାଇମବ୍ରାଞ୍ଚ୍ ଡିଏସ୍ପିଙ୍କ ନାମରେ ମାମଲା ରୁଜୁ
କ୍ରାଇମବ୍ରାଞ୍ଚ ଡିଏସ୍ପି ରମେଶଚନ୍ଦ୍ର ଦୋରା ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ତାଙ୍କ ନାମରେ ବରଗଡ଼ ଟାଉନ ଥାନାରେ ମାମଲା ରୁଜୁ ହୋଇଛି।
ପୂର୍ବରୁ ଏହି ଘଟଣାକୁ ନେଇ ଆଇନଜୀବୀ ସୁରେନ୍ଦ୍ର ମହାପାତ୍ର ହାଇକୋର୍ଟରେ ଅପିଲ୍ କରିବାପରେ!-->!-->!-->…
