ଆସନ୍ତା ୬ ବେଳକୁ ପାଗର ପରିବର୍ତ୍ତନ
ଆସନ୍ତା ୫ ତାରିଖ ପରେ ରାଜ୍ୟରେ ପାଗର ପରିବର୍ତ୍ତନ ହେବା । ପ୍ରବଳ ବର୍ଷା ହେବା ସହ ଗୁଳୁଗୁଳି ଓ ଗରମରୁ ନିସ୍ତାର ମିଳିବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ମୌସୁମୀଜନିତ ନିମ୍ନଚାପରେଖା ହିମାଳୟ ପାଦଦେଶରୁ ସାମାନ୍ୟ ଦକ୍ଷିଣକୁ ଖସିଛି। ରାଜ୍ୟରେ ମୌସୁମୀ!-->…
