ଭାରତର ଏମିତି ଏକ ସ୍ଥାନ ପ୍ରାକୃତିକ ସୈାନ୍ଦର୍ଯ୍ୟରେ ପରିପୂର୍ଣ୍ଣ
ମେଘାଳୟର ସୈାନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ମେଘାଳୟ ଏତେ ସୁନ୍ଦର ଯେ ବ୍ରିଟିଶମାନେ ଏହାକୁ ‘ସ୍କଟଲ୍ୟାଣ୍ଡ୍ ଅଫ୍ ଦି ଇଷ୍ଟ’ ମାନ୍ୟତା ଦେଇଥିଲେ। ମେଘାଳୟ ଏକ ସୁନ୍ଦର ସମତଳର ଅବସ୍ଥା, ଏହାର ଘନ ଜଙ୍ଗଲ ଏବଂ ପ୍ରାକୃତିକ ସୈାନ୍ଦର୍ଯ୍ୟର ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।!-->…
