Odia News Portal

ଘଟଗାଁ ବିଇଓଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଳା ଘଟଗାଁ ବିଇଓ ଅଭୟ କୁମାର ବେହେରା। ସେ ଆଜି ଦିନ ପ୍ରାୟ ୧୦ଟା ସମୟରେ ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ। ଘଟଗ‌ାଁ ବ୍ଲକ୍‌ ଅଧୀନରେ ଥିବା କାଶୀସାହି ପ୍ରାଥମିକ ବିଦ୍ୟାଳୟ(ନୂଆ)ର ଶିକ୍ଷକ କମଳାକାନ୍ତ ପଣ୍ଡା…

ଆଗକୁ ଆସୁଛି ଏକାସାଙ୍ଗରେ ୩ଟି ଲଘୁଚାପ

ରାଜ୍ୟରେ ଦୁର୍ବଳ ହୋଇଛି ମୌସୁମୀ ପ୍ରବାହ, ଯାହାଫଳରେ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଭାଦ୍ରବ ମାସରେ ଅସହ୍ୟ ଗରମ ଅନୁଭୂତ ହୋଇଛି । ୭ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି। ୩୬ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଉଚ୍ଚ…

ମହାନଦୀକୁ ଡେଇଁଲେ ଯୁବକ

ମହାନଦୀକୁ ଡେଇଁଲେ ଯୁବକ । ପୁଣି ଆଉ ଏକ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ମହାନଦୀକୁ ହେଇଁ ପଡିଛନ୍ତି ବୋଲି ସନ୍ଦେହ କରାଯାଉଛି । ଖବର ପାଇଁ ଘଟଣା ସ୍ଥଳରେ ଛାନଭିନ୍ନ କରୁଛନ୍ତି ଅଗ୍ନୀଶମ ବାହୀନି । ମୁଣ୍ଡୁଳୀ ବ୍ରିିଜ ଉପରୁ ଡେଇଁଛନ୍ତି ଯୁବକ । ତେବେ ଯୁବକ ଜଣକ ଆଠଗଡର ବୋଲି ସୂଚନା ମିଳୁଥିବା…

କେବଳ ୨ କପ୍‌ ଚା’ ପିଇ ସୁସ୍ଥ ରହିଛନ୍ତି ଏହି ମହିଳା

ଜଣେ ମହିଳା ଦୀର୍ଘ ୩୯ ବର୍ଷ ଧରି ନଖାଇ ସୁସ୍ଥ ଅଛନ୍ତି । ୩୯ ବର୍ଷ ଧରି ଅନ୍ନର ଦାନାଟିଏ ବି ଖାଇ ନଥାନ୍ତି ଉକ୍ତ ମହିଳା । ମହିଳାଙ୍କ ନାମ ବିମଳଯଶା । ବୟସ ତାଙ୍କର ୬୨ ବର୍ଷ । ଏହି ବୟସରେ କିଛି ନଖାଇ ମଧ୍ୟ ସେ ସୁସ୍ଥ ରହିଛନ୍ତି । ସବୁଠାରୁ ବଡ଼ କଥା ଯେ ସେ ଦିନସାରା ସବୁ କାମ ବଡ଼ ସହଜରେ…

ଶ୍ୱେତାଙ୍କ ଆଉ ଏକ ହ୍ୱାଟସଆପ୍ ଚାର୍ଟ ଭାଇରାଲ

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମତହ୍ୟା ମାମଲା ଦିନକୁ ଦିନ ରହସ୍ୟମୟ ହେଉଛି । ପୁଲିସ ସୌମ୍ୟଜିତ୍‌ଙ୍କୁ ଗିରଫ କରୁନଥିବା ବେଳେ ତାଙ୍କ ବିରୋଧରେ ପ୍ରତିଦିନ ପୁଲିସ ହାତରେ ଏକାଧିକ ପ୍ରମାଣ ଲାଗୁଛି । ରବିବାର ସୌମ୍ୟଜିତ୍‌ଙ୍କ ବିରୋଧରେ ଆଉ ଏକ ପ୍ରମାଣ ଲାଗିଛି । ଶ୍ୱେତାଙ୍କ…

ସୁପ୍ରିମକୋର୍ଟ ଜଜ୍‌ଙ୍କୁ ମିଳିବ ଅଧିକ ଅବସରକାଳୀନ ସୁବିଧା

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଜ୍‌ଙ୍କୁ ପୂର୍ବାପେକ୍ଷ ଅଧିକ ଅବସରକାଳୀନ ସୁବିଧା ସୁଯୋଗ ମିଳିବ । କେନ୍ଦ୍ର ସରକାର ଏହି ନିୟମରେ କେତେକ ପରିବର୍ତ୍ତନ କରିଛନ୍ତି । ଏ ସମ୍ପର୍କରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିଫିକେସନ୍ ଜାରି କରାଯାଇଛି । ନୋଟିଫିକେସନ୍ ଅନୁସାରେ…

କଏଦୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ

ପୁରୀ ଜେଲରେ ଅଭାବନୀୟ ଘଟଣା । ବିଚାରାଧୀନ କଏଦୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଆହତ କଏଦୀ ଜଣକ ଦୁର୍ଦ୍ଦାନ୍ତ ଅପରାଧି ଧୀରେନ୍ଦ୍ରନାଥ ଓରଫ୍ ପପୁ ବରାଳ। ଜେଲ୍ ଭିତରେ କିଏ କାହିଁକି ହତ୍ୟା ଉଦ୍ୟମ କରିଛି ଜଣାପଡ଼ିନାହିଁ। ଏବେ ସେ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ…

ବହୁରୂପୀ ଏଣ୍ଡୁଅ ବିକ୍ରି କରିବାକୁ ଆସି ବନ ବିଭାଗ ହାବୁଡ଼ରେ ପଡ଼ିଗଲେ ଜେଜେ ଓ ନାତି

ଅତି କୈ।ଶଳର ସହ ରାଜଧାନୀରେ ବହୁରୂପୀ ଏଣ୍ଡୁଅ ବିକ୍ରି ରାକେଟ ଠାବ କରି ଦୁଇଜଣଙ୍କୁ ଧରିଛି ବନ ବିଭାଗ । ବହୁରୂପୀ ଏଣ୍ଡୁଅ ବିକ୍ରି କରିବାକୁ ଆସି ବନ ବିଭାଗ ହାବୁଡ଼ରେ ପଡ଼ିଗଲେ ଜେଜେ ଓ ନାତି । ଅଭିଯୁକ୍ତମାନେ ହେଉଛନ୍ତି ଜଗତସିଂହପୁରର ରଶ୍ମି ରଞ୍ଜନ ଦାସ ଓ କ୍ଷୀରୋଦ ମହାନ୍ତି । ଆଜି…

ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ କଲେ ହେବ କାର୍ଯ୍ୟାନୁଷ୍ଠାନ : ଡିସିପି

ବିକୃତ ଗଣେଶ ମୂର୍ତ୍ତି ନିର୍ମାଣକୁ ନେଇ ହାଇକୋର୍ଟଙ୍କ ନିର୍ଦେଶ  ପରେ  କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି। ଉଭୟ ମୂର୍ତ୍ତି କାରିଗର ଓ କ୍ଲବଗୁଡିକୁ  ତାଗିଦ ଡିସିପି କରିଛନ୍ତି । ପୋଲିସ ସବୁବେଳେ ଏପରି ମୂର୍ତ୍ତି ନିର୍ମାଣ ନ କରିବା ପାଇଁ ଅନୁରୋଧ କରି ଆସିଛି।  ଏଥିରେ…

ଦୀପାବଳି ସୁଦ୍ଧା ୫ଜି ଲଞ୍ଚ କରିବ ଜିଓ

ଦୀପାବଳି ସୁଦ୍ଧା ୫ଜି ଲଞ୍ଚ କରିବ ଜିଓ । ୨୦୨୩ ଶେଷ ସୁଦ୍ଧା ସାରା ଦେଶରେ ଯୋଗାଇବ ସେବା । ରିଲାଆନ୍ସ ଅଧକ୍ଷ୍ୟ ମୁକେଶ ଅମ୍ବାନୀ ନିଜେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ରିଲିଆନ୍ସ ଜିଓ ୫ଜି ସେବା ଯୋଗାଇଦେବା ପାଇଁ ୨ ଲକ୍ଷ କୋଟି ଟଙ୍କାର ନିବେଶ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ଅଟେ…