ହେମାଳ ୟୁନିଅନ,ଓଡିଶା କୃଷି ଓ ଗ୍ରାମୀଣ ମଜଦୂର ସଂଘ ର ସାମ୍ବାଦିକ ସମ୍ମିଳନୀ
କଳାହାଣ୍ଡି ଜିଲ୍ଲା ଧର୍ମଗଡ ହୋଟେଲ ରୋୟାଲ ଠାରେ ରବିବାର ଦିନ ହେମାଳ ୟୁନିଅନ, ଓଡିଶା କୃଷି ଓ ଗ୍ରାମୀଣ ମଜଦୂର ସଂଘ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏହି ସମ୍ମିଳନୀ ରେ ମଜଦୂର ସଂଘ ର ପ୍ରତିଷ୍ଠାତା ଦେବେନ୍ଦ୍ର କୁମାର ପଟଯୋଶୀ,ଜିଲ୍ଲା ସଭାପତି -ବିଶ୍ୱରଂଜନ ସା ,ସମ୍ପାଦକ!-->…
