Odia News Portal

ପ୍ରଜ୍ଞା ପାରମିତା ଆତ୍ମହତ୍ୟା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ପ୍ରଜ୍ଞା ପାରମିତା ଆତ୍ମହତ୍ୟା ଘଟଣାରେ ଆସିଲା ବ୍ୟବଛେଦ ରିପୋରଟ। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନନାହିଁ। ବିଷକ୍ରିୟା ହୋଇଛି କି ନାହିଁ ଭିସେରା ରିପୋର୍ଟରୁ ଜଣାପଡିବ। ସେପଟେ ସନ୍ଦେହ ଘେରରେ…

ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ସଭାପତି ନିର୍ବାଚନ ପ୍ରକ୍ରିୟାକୁ ମିଳିପାରେ ମଞ୍ଜୁରି

କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଣ୍ଣୟକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁଡିସି)ର ବୈଠକ ଆଜି ବସୁଛି । ଏଥିରେ ଦଳର ସଭାପତି ନିର୍ବାଚନ ସହ ଜଡ଼ିତ କାର୍ଯ୍ୟକ୍ରମକୁ ଅନୁମୋଦନ କରାଯିବା ସମ୍ଭାବନା ରହିଛି । ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିସ୍ତୃତ…

ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ରପ୍ତାନୀର ପର୍ଯ୍ୟାପ୍ତ ସୁଯୋଗ ରହିଛି :ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟ ଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ଦୁଇଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍ ଟନ୍‌ରୁ ବୃଦ୍ଧି ପାଇ ୨୦୨୧ – ୨୨ରେ ୯.୯୧ ଲକ୍ଷ ମେଟ୍ରିକ୍ ଟନ୍‌ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା…

ରାସ୍ତାରେ କୁମ୍ଭୀର, ଧରିବା ପାଇଁ ବନ ବିଭାଗ

ଉତ୍ତର ପ୍ରଦେଶରେ ପାହାଡ଼ ଉପରେ ମୂଶଳ ଧାରାରେ ବର୍ଷା ଲାଗି ରହିଛି, ଯେଉଁ କାରଣରୁ ପରିସ୍ଥିତି ଏବେ ବେହାଲ ହୋଇପଡ଼ିଛି। ଗଙ୍ଗାର ଜଳସ୍ତର ବୃଦ୍ଧି ପାଇ ନଦୀ ଏବେ ଉଛୁଳୁ ମୁଛୁଳୁ ଅବସ୍ଥାରେ ରହିଛି। ସହରର ଗଳିକନ୍ଦିରେ ରାସ୍ତା ଉପରେ ପାଣି ଚାଲିଥିବା ବେଳେ ନଦୀରେ ରହୁଥିବା ଛୋଟବଡ଼ ଜୀବଜନ୍ତୁ…

ଝାଡଖଣ୍ଡରେ ରାଜନୈତିକ ସଙ୍କଟ

ଝାଡଖଣ୍ଡରେ ରାଜନୈତିକ ସଙ୍କଟ କ୍ରମଶଃ ବିଗିଡିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ ମେଣ୍ଟ ସରକାର ଟଳମଳ ହେଉଥିବା ଚର୍ଚ୍ଚା ହେଉଛି । ରାଜନୈତିକ ସଙ୍କଟ ମଧ୍ୟରେ ଶନିବାର ମୁଖ୍ୟମନ୍ତ୍ରୀ ନିବାସରେ ମହାମେଣ୍ଟକୁ…

୨ଲକ୍ଷ ୩୦ହଜାର ଟଙ୍କାର ବ୍ୟକ୍ତିଗତ ଋଣ କରିଥିଲେ ଶ୍ୱେତା

ଶ୍ୱେତାଙ୍କର ଆଜି ଦଶାହ । ସାମନାକୁ ଆସିଲା ନୂଆ ତଥ୍ୟ । ଲୋନ୍‌ କରିଥିଲେ ଶ୍ୱେତା । ବ୍ୟାଙ୍କରୁ ୨ଲକ୍ଷ ୩୦ହଜାର ଟଙ୍କାର ବ୍ୟକ୍ତିଗତ ଋଣ କରିଥିଲେ । ହ୍ଵାଟ୍‌ସ ଆପ୍‌ ମେସେଜ୍‌ ପରେ ଆଜି ସାମନାକୁ ଆସିଛି ଶ୍ୱେତା କରିଥିବା ବ୍ୟାଙ୍କ ଲୋନ୍‌ର ଷ୍ଟେଟମେଣ୍ଟ । ଶ୍ୱେତାଙ୍କ ଟଙ୍କାରେ ସୌମ୍ୟଜିତ…

ବିଦ୍ୟୁତ ଆଘାତରେ ଆଉ ଏକ ହାତୀର ମୃତ୍ୟୁ

ବିଦ୍ୟୁତ ତାର ଲାଗି ଆଉ ଏକ ହାତୀର ମୃତ୍ୟୁ । କେନ୍ଦୁଝର ପରେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଘଟିଛି । ଅନୁଗୁଳ ଜିଲ୍ଲା ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ବିଦ୍ୟୁତ ଆଘାତରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ମୃତ ହାତୀର ବୟସ ପାଞ୍ଚ ବର୍ଷ ହେବ । ହାତୀର ଶିକାର ପାଇଁ…

ନନ୍ଦନକାନନ ଆସିବ ଅଲଟ୍ରାସାଉଣ୍ଡ ମେସିନ୍‌

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଲଟ୍ରାସାଉଣ୍ଡ ମେସିନ ଆସିବା ପାଇଁ ପ୍ରାଥମିକ ଅନୁମତି ମିଳିଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅନୁମତି ଅନୁଯାଇ ଅଲଟ୍ରାସାଉଣ୍ଡ ମେସିନ ପ୍ରଦାନକାରୀ କମ୍ପାନିକୁ ଚିଠି ହୋଇଛି । ଆସନ୍ତା ମାସରେ ମେସିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ବୋଲି କର୍ତ୍ତୃପକ୍ଷଙ୍କ…

ରାଜ୍ୟରେ ଆଉ ୩୬ଟି ନୂଆ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ରାଜ୍ୟରେ ଆଉ 36ଟି ନୂଆ ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଛନ୍ତି I ଖୁବଶୀଘ୍ର ଏହି ନୂଆ ଥାନା ଖୋଲାଯିବ ଏବଂ ଏଥିପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯିବ I ନୂଆ ଥାନା କାର୍ଯ୍ୟକ୍ଷମ ପାଇଁ 563ଟି ପଦବୀ ସୃଷ୍ଟି କରାଯିବ I ଖୁବଶୀଘ୍ର ନୂଆଥାନା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ…

ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜି.ଉଦୟଗିରି ଥାନା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସରକାରୀ କ୍ୱାଟର ରୁ ଝୁଲନ୍ତା ଅବସ୍ଥାରେ ମିଳିଛି ସ୍ୱାଗତିକାଙ୍କ ମୃତଦେହ ।ମିଳିଥିବା ସୂଚନା ଅନୁସାରେ, କ୍ୱାର୍ଟର୍ସରେ…