Odia News Portal

ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଉଦୟ ଉମେଶ ଲଲିତ

ଜଷ୍ଟିସ୍ ଉଦୟ ଉମେଶ ଲଲିତ ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଲଲିତଙ୍କୁ ପ୍ରଧାନ ବିଚାରପତି ପଦର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ଲଳିତ ଜଷ୍ଟିସ ଏନଭି ରମନ୍ନାଙ୍କ ସ୍ଥାନ ନେବେ । ଜଷ୍ଟିସ…

ଜାଣନ୍ତୁ ସ୍ୱପ୍ନର ସଂକେତ

ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ଅଣଦେଖା ନକରି ଏହାର ଅର୍ଥ ବୁଝିବେ । ଏହି ସ୍ୱପ୍ନ ଆପଣଙ୍କୁ ବହୁତ ଭୟଭୀତ କରିଦେଇଥାଏ । ଯଦି ଆପଣଙ୍କୁ ଏମିତି କିଛି ଅଜବ ସ୍ୱପ୍ନ ଦେଖାଯାଉଛି,ଜାଣନ୍ତୁ କ’ଣ ଏହାର ଅର୍ଥ । ସ୍ୱପ୍ନରେ କେହି ଅଜଣା କଳା ଛାଇ ଦେଖାଯିବା ଯଦି କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ…

ଆଫଗାନିସ୍ତାନରେ ବନ୍ୟା ଯୋଗୁଁ ଭୟଙ୍କର ସ୍ଥିତି

ପାକିସ୍ତାନ ପରେ ଏବେ ଆଫଗାନିସ୍ତାନରେ ମଧ୍ୟ ବନ୍ୟା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଜାତିସଂଘର ଓ ଶାସକ ତାଲିବାନ ଅନୁସାରେ, ଆଫଗାନିସ୍ତାନରେ ଏକ ମାସର ମୌସୁମୀ ବର୍ଷା ଯୋଗୁଁ ହଠାତ୍ ବନ୍ୟା ଆସିଯାଇଛି। ଏହି ବନ୍ୟା ବେଳେ ଅତି କମରେ ୧୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଓ ଶତାଧିକ ସଂଖ୍ୟାରେ…

ଏମକେସିଜି ଅଗ୍ନିକାଣ୍ଡ, ସମସ୍ତ ରୋଗୀ ସୁରକ୍ଷିତ

ଏମକେସିଜି ମେଡିକାଲ କଲେଜ ହସପିଟାଲ୍ ସୁପର୍ ସ୍ପେଶିଆଲିଟି ବିଲଡିଂର ଚତୁର୍ଥ ମହଲାରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ଗୋଟାଏରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏହା ବିଶେଷ ବ୍ୟାପି ପାରି ନଥିଲା। ମେଡିକାଲ କର୍ତ୍ତୃପକ୍ଷ ଓ ଅଗ୍ନିଶମ ବାହିନୀର ତତ୍ପରତା ଫଳରେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ବାହାର କରି…

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଓଡିଶା ହାଇକୋର୍ଟ। ୨୦ ଲକ୍ଷ ଟଙ୍କା ଜମା ଦେଇ ଯାଇ ପାରିବେ ଜାମିନରେ। ଏହା ସହିତ ଅନ୍ୟାନ୍ୟ ସର୍ତ୍ତ ଲଗାଇଛନ୍ତି ହାଇକୋର୍ଟ। ଏହି ମାମଲା ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ସମାଧାନ ପାଇଁ…

୩୦ରୁ ବଢ଼ିପାରେ ଖରା

ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ତଥାପି ଆସନ୍ତା ୨୭ରୁ କିଛି ପରିମାଣରେ ବର୍ଷା ହେବ। ଉପକୂଳରେ କେବଳ ୨୭ ତାରିଖରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨୭ରୁ ୩ ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।…

ଇସ୍ତଫା ପରେ ଗୁଲାମନବୀଙ୍କ ବଡ଼ ଘୋଷଣା

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମନବୀ ଆଜାଦ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି, ଏହା ସହ ସେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ସେ ଜମ୍ମୁ-କାଶ୍ମୀର ଫେରି ଯାଇ ନିଜର ରାଜନୈତିକ ଦଳ ଗଢିବେ ବୋଲି କହିଛନ୍ତି। ତେବେ ଆଜାଦ ବିଜେପିରେ ଯୋଗ…

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କିରକାକାନୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଗୁରୁବାର ରାତିରୁ କିରକାକାନୀ ଗ୍ରାମର ଦୁଇ ଜଣ ଯୁବକ ଯୁବତୀ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ…

ଆମେରିକାରେ ଭାରତୀୟ ମହିଳାଙ୍କ ଉପରେ ବର୍ଣ୍ଣ ବୈଷମ୍ୟ ଆକ୍ରମଣ

ଆମେରିକାର ଟେକ୍ସାସ୍ ରାଜ୍ୟରେ ଚାରିଜଣ ଭାରତୀୟ-ଆମେରିକୀୟ ମହିଳାଙ୍କ ଉପରେ ଆକ୍ରମଣ କରାଯିବାର ଏକ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବା ପରେ ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଭିଡିଓରେ ଅଭିଯୁକ୍ତ ମହିଳା ଜଣକ ବର୍ଣ୍ଣ ବୈଷମ୍ୟ ଆକ୍ଷେପ ସହ ଅଶ୍ଲୀଳ…

ନାତୁଣୀକୁ ଗର୍ଭବତୀ କଲା ୬୫ବର୍ଷର ଅଜା

ପୁଣି ଆସିଲା ଲଜ୍ଜାଜନକ ଘଟଣା । ନାତୁଣୀ ପେଟରେ ଅଛି ଅଜାର ଛୁଆ । ନାତୁଣୀ ଏବେ ୭ ମାସର ଗର୍ଭବତୀ । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀକୁ ଗର୍ଭବତୀ କରିଛି ୬୫ ବର୍ଷର ଅଜା । ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ…