କଂଗ୍ରେସକୁ ଝଟକା : ଦଳ ଛାଡିଲେ ଗୁଲାମନବୀ
କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳର ସବୁ ପଦରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡିଓଛନ୍ତି। ଆଜାଦ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପାଞ୍ଚ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି। ନିଜ ଇସ୍ତଫା ପତ୍ରରେ ସେ ଦଳର ଦୟନୀୟ!-->…
