Odia News Portal

ଗଭୀର ଅବପାତର ପ୍ରଭାବ: ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଗଭୀର ଅବପାତ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା,ପବନ ଜାରି ରହିଛି। ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ଜାରି ରହିଛି। ଗତକାଲି ସଂଧ୍ୟାଠୁ ବର୍ଷା ଆରମ୍ଭ ହୋଇଯାଇଥିଲା। ବାରିପଦାଠୁ ବର୍ତ୍ତମାନ ୩୦ କିଲୋମିଟର ଦୂରରେ ଗଭୀର ଅବପାତ…

ରାଜୀବ ଗାନ୍ଧିଙ୍କ ଜନ୍ମତିଥିରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଜନ୍ମତିଥି। ଏହି ଅବସରରେ ସ୍ଵର୍ଗତ ପ୍ରଧାନମନ୍ତ୍ରୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ନିର୍ମାଣରେ ଅବଦାନ ଓ ବଳିଷ୍ଠ ନେତୃତ୍ବ ଯୋଗୁଁ ରାଜୀବ ଗାନ୍ଧି ସର୍ବଦା ମନେ ରହିବେ ବୋଲି…

ଏମିତି ଏକ ଦ୍ୱୀପପୁଞ୍ଜ ଜାଣନ୍ତୁ ଏହା ପଛର ରହସ୍ୟ

ନାଇଜେରିଆର ଆଗୋସ୍‌ରେ ଥିବା ଏହି ଦ୍ଵୀପରେ ଜଣେ ସାଧାରଣ ଲୋକ ଘର କିଣିବାକୁ ସାହସ କରିବ ନାହିଁ । କଦଳୀ ଆକାରର ଦେଖିବାକୁ ହୋଇଥିବାରୁ ଏହାର ନାମ ବାନାନା ଆଇଲ୍ୟାଣ୍ଡ ରଖାଯାଇଛି । ଏହି ଅରବପତିମାନେ ପ୍ୟାରିସ୍ , ନ୍ୟୁୟର୍କ ଓ ଟୋକିଓ ପରି ସହର ସହିତ ଟକ୍କର ଦେବା ପାଇଁ ନାଇଜେରିଆରେ ଏହି…

ବୃଦ୍ଧି ପାଇବ ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ବୈତରଣୀ ନଦୀରେ ଜଳସ୍ତର

ଉତ୍ତର ଓଡିଶାରେ ଲଘୁଚାପ ଜନିତ ପ୍ରବଳବର୍ଷା ସମ୍ଭାବନା ଥିବାରୁ ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଫଳରେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିପାରେ ବୋଲି କୁହାଯାଇଛି । ଆସନ୍ତା 21 ତାରିଖ ଯାଏଁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା…

ହୀରାକୁଦର ୨୦ ଗେଟ୍ ଖୋଲା

ହୀରାକୁଦ ଡ୍ୟାମର ଆଉ ୪ ଟି ଗେଟ୍ ଖୋଲା । ଖୋଲାଥିବା ୨୪ ଟି ଗେଟ୍ ରୁ ଆଉ ୪ଟି ବନ୍ଦ ହେଲା । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ ।ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ହୀରାକୁଦ ଡ୍ୟାମର ଜଳସ୍ତର ୬୨୨ ଫୁଟ ତଳକୁ ଖସିଛି । ଏବେ ହୀରାକୁଦର ଜଳସ୍ତର…

ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ବନ୍ଦ ହେବ:SRC

ରାଜ୍ୟରେ ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ। ସେ କହିଛନ୍ତି, ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୪ଟି ଗେଟ ଖୋଲା ଅଛି। ଏଠାରେ ମହାନଦୀର ଜଳସ୍ତର ରହିଛି ୬୨୧.୯୩। ଏଠାରୁ ୩ ଲକ୍ଷ କ୍ୟୁସେକ୍…

ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗ ପଞ୍ଚାୟତ ବାଲିପଡ଼ା ଗାଁ ରେ ଘଟିଛି ଅଘଟଣ । ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ତିନି ଗୁରୁତର । ବିଲରେ କାମ କରୁଥିବା ସମୟରେ ଘଟିଛି ଏହି ଅଘଟଣ। ମୃତକ ହେଲେ ସୁରେଶ ଜେନା, ଟୁକୁନା ଜେନା ଓ ଗୋପାଳ ଜେନା। ଏଣେ ହାୱାଡା ଜେନାଙ୍କୁ…

ସ୍କୁଲରେ ବଜ୍ରପାତ: ୬ ଗୁରୁତର

ସ୍କୁଲରେ ବଜ୍ରପାତ । ୬ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଗୁରୁତର । ତିଳେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ । ସ୍କୁଲରେ ପାଠପଢା ଚାଲିଥିବା ବେଳେ ବଜ୍ରପାତ ହୋଇଥିବା ସୂଚନା । ବଜ୍ରପାତରେ ସ୍କୁଲ ଘର ଛାତ କଣା ହୋଇ ଯାଇଥିବା ସୂଚନା ।

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟାତ ବାଧାପ୍ରାପ୍ତ

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି । ଭୂସ୍ଖଳନ ଯୋଗୁ ଧସିଲା ମାଟି । କନ୍ଧମାଳ ରାଇକିଆ ବ୍ଲକ କରଡ଼ା ଘାଟି ମାଲାଗୁଡ଼ା ନିକଟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘାଟିର ତିନୋଟି ସ୍ଥାନରେ ପାର୍ଶ୍ୱ କାନ୍ଥ ଧସି ଯାଇଛି । ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଘାଟିର ବିଭିନ୍ନ ସ୍ଥାନ ଧୋଇଯାଇଥିଲା…

ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମେତ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଆଜି ସକାଳୁ ସିବିଆଇ ଟିମ୍‌ ଚଢ଼ାଉ କରିଛି । ଦିଲ୍ଲୀ ଅବକାରୀ ନୀତି ଅନିୟମିତା ଅଭିଯୋଗ ସଂକ୍ରାନ୍ତରେ ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି। …