ଉଡ଼ନ୍ତା ବିମାନରେ ଶୋଇପଡ଼ିଲେ ଦୁଇ ପାଇଲଟ୍
ଆଫ୍ରିକୀୟ ଦେଶ ଇଥିଓପିଆରେ ଏମିତି ଘଟଣା ନିକଟ ଅତୀତରେ ଘଟିଯାଇଛି, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା। ବାସ୍ତବରେ, ଏକ ବିମାନ ଅବତରଣ କରିବା ପରେ ଜଣାପଡିଥିଲା ଯେ, ବିମାନର ଉଭୟ ପାଇଲଟ୍ ବିମାନ ଉଡ଼ାଣ ବେଳେ ଶୋଇପଡ଼ିଥିଲେ। ବିମାନଟି ଅଟୋ ପାଇଲଟ୍ ମୋଡରେ ଉଡ଼ୁଥିଲା। ଆଶ୍ବସ୍ଥୀକର କଥା!-->…
