ବାତ୍ୟା ହେବନି -ଆଇଏମଡି ଡିଜି
ଅବପାତ ନେଇ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ରଙ୍କ ସୂଚନା । ଅବପାତ ଟି ଏବେ ଦୀଘାରୁ ୧୪୦ , ବାଲେଶ୍ୱରରୁ ୨୦୦ କିମି ଦୂରରେ । ଆଗାମୀ ୬ ଘଣ୍ଟାରେ ଏହା ଗଭୀର ଅବପାତରେ ରୂପାନ୍ତର ହେବ । ସେହି ଅବସ୍ଥାରେ ଏହ ସ୍ଥଳ ଭାଗ ଅତିକ୍ରମ କରିବ । ଏହା ବତ୍ୟାରେ ରୂପାନ୍ତର ହେବ କି ପ୍ରଶ୍ନରେ ଆଇଏମଡି!-->…
