ମାର୍କେଟକୁ ଆସିଗଲା ଉଡ଼ନ୍ତା କାର୍
ପେଟ୍ରୋଲ , ଡିଜେଲ , ସିଏନଜି ଓ ଇଲେକ୍ଟ୍ରିକ୍ ପରେ ଫ୍ଲାଇଂ କାର୍ ମାର୍କେଟ୍କୁ ଆସିବାରେ ଲାଗିଛି। ଏପର୍ଯ୍ୟନ୍ତ ଆପଣ ଏପରି କାର୍ର କାହାଣୀ ଶୁଣି ଥିବେ ବା କୌଣସି ଫିଲ୍ମ କି କାର୍ଟୁନ୍ରେ ଦେଖି ଥିବେ। କିନ୍ତୁ ଏବେ ଏହା ବାସ୍ତବ ପାଲଟିଛି। ଆପଣ ନିଜ ପାଇଁ ଉଡ଼ନ୍ତା କାର୍ କିଣି!-->…
