Odia News Portal

ବାବୁସାନଙ୍କର ଜାମିନ ଆବେଦନର ପୂର୍ଣ୍ଣଛେଦ

ଓଲିଉଡ ଷ୍ଟାର ବାବୁସାନଙ୍କର ଜାମିନ ଆବେଦନର ପୂର୍ଣ୍ଣଛେଦ । ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନର ଅନ୍ତ ଘଟିଛି । ତଦନ୍ତରେ ସହଯୋଗ କରୁଥିବାରୁ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ସୁରକ୍ଷା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ବର୍ଷା ତାଙ୍କ ସ୍ବାମୀ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଥିବା ମାମଲାରେ ଦିଲ୍ଲୀ ପୁଲିସ୍ ନୋଟିସ୍ ଜାରି କରିଥିଲା। ଏହାକୁ ନେଇ ପରେ ବର୍ଷା ହାଇକୋର୍ଟରେ ଆଗୁଆ

କାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ୭ରେ ନୀତି ଆୟୋଗ ବୈଠକ

ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୭ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ । ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ

ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂ

ରାଜଧାନୀ ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲ୍ଡିଂ ଆଜିଠୁ ପୁଣି ଖୋଲିଛି । ବିଏମ୍ସି ସହିତ ବ୍ୟବସାୟିକ ସଂଘର ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଗତକାଲି ସହିଦନଗର ସ୍ଥିତ ସ୍ମାର୍ଟସିଟି ଅଫିସରେ ବୈଠକ ଥିଲା । ତେବେ ମାର୍କେଟ ବିଲ୍ଡିଂ ପରିସରରେ ଉଠା ଦୋକାନୀ

ସିବିଆଇ ଜାଲରେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର

ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଘର ଏବଂ ପାରାଦୀପ କାର୍ଯ୍ୟାଳୟରେ ସିବିଆଇ ରେଡ୍। ଦୀର୍ଘଦିନ ଧରି ପାରାଦୀପ ପୋର୍ଟ ଟ୍ରଷ୍ଟରେ ଆର୍ଥିକ ଅନିୟମିତତାକୁ ନେଇ ହୋଇଛି ସିବିଆଇ ରେଡ୍। ସୂଚନା ମୁତାବକ ପାରାଦୀପ ପୋର୍ଟ ବହୁତ କ୍ଷତି ସହିଛି। ଯାହାକୁ ନେଇ ହେଉଛି ସିବିଆଇ ରେଡ।

କମିସନରେଟ ପୋଲିସରେ ଅଦଳବଦଳ, ବଦଳିଲେ ୭ ଏସିପି,୨୧ ଇନ୍ସପେକ୍ଟର

ଦୀର୍ଘ ଦିନ ପରେ କମିସନରେଟ୍ ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଛି। ଏସିପି ପାହ୍ୟାରୁ ସବ୍‌ଇନ୍ସପେକ୍ଟର ପର୍ଯ୍ୟନ୍ତ ୩୧ଜଣ କର୍ମଚାରୀଙ୍କୁ ପରିବର୍ତ୍ତନ କରାଯାଇଛି। ବଡ଼ କଥା ହେଉଛି, କମିସନରେଟ୍ ପୋଲିସର ପ୍ରାୟ ୮ ଏସିପି ଓ ସବ୍‌ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ଥାନା ଦାୟିତ୍ବ ସମ୍ଭାଳୁଥିବାରୁ

IAS ସ୍ତରରେ ବଡ଼ଧରଣର ଅଦଳ ବଦଳ

IAS ସ୍ତରରେ ହେଲା ବଡ଼ଧରଣର ଅଦଳ ବଦଳ। IAS ଅରବିନ୍ଦ ପାଢୀ ହେଲେ କୃଷି ବିଭାଗ ସଚିବ। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରି ଅରବିନ୍ଦ ପାଢ଼ୀକୃଷି ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପାଢ଼ୀଙ୍କୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି IAS

ଭାରତ ସରକାରଙ୍କ “ହର ଘର ତ୍ରିରଙ୍ଗା” ଅଭିଯାନ କୁ ସଫଳ କରିବାକୁ ଅଣ୍ଟା ଭିଡିଛି ଜଗତସିଂହପୁର ଜିଲ୍ଲାରେ…

ଭାରତ ସରକାର "ହର ଘର ତ୍ରିରଙ୍ଗା" ଅଭିଯାନ କୁ ସଫଳ ମଣ୍ଡିତ କରିବାଲାଗି ଆଜିଠାରୁ ଭାରତ ସରକାର ଭାରତୀୟ ଡାକବିଭାଗକୁ ଦାଇତ୍ୱ ଦେଇଛନ୍ତି । ଏହି ପରିପେକ୍ଷୀରେ ଆଜି କଟକ ଦକ୍ଷିଣ ଡାକ-ମଣ୍ଡଳ ଅଧୀନରେ ଥିବା ଜଗତସିଂହପୁର ପ୍ରଧାନ ଡାକଘର ପରିସରରେ ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର

କଳାହାଣ୍ଡି ଏବଂ କୋରାପୁଟ କୁ ବିମାନ ସେବା ପାଇଁ ସଂସଦରେ ମାନସଙ୍କ ଦାବି

ବିମାନସେବା କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟତମ ପଛୁଆ ରାଜ୍ୟ। ଅନ୍ୟ ରାଜ୍ୟଗୁଡ଼ିକର ଛୋଟଛୋଟ ଅଞ୍ଚଳକୁ ବିମାନ ସେବା ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶାକୁ ଅନୁରୂପ ସେବା ମିଳିପାରି ନାହିଁ। ବିଶେଷକରି ‘ଉଡ଼ାନ’ ଯୋଜନାରେ ଓଡ଼ିଶାର ଜୟପୁର, ଉତ୍‍କେଲା, ରାଉରକେଲା ଆଦି ଅଞ୍ଚଳକୁ ସାମିଲ କରିବାକୁ

ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ୫୦ ମିନି ପାର୍କ

ଭୁବନେଶ୍ୱର ସହରକୁ ସବୁଜ କରିବା ସହିତ ସ୍ଥାନୀୟ ଲୋକଙ୍କ ବ୍ୟାୟାମ ପାଇଁ ବିଭିନ୍ନ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ୫୦ଟି ମିନି ପାର୍କ ନିର୍ମାଣ କରାଯିବ । ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ଏହି ପାର୍କ ଗୁଡିକୁ ପ୍ରସ୍ତୁତ କରାଯିବ ବୋଲି ବିଏମ୍‌ସି