Odia News Portal

ରାୟଗଡ। ଠାରେ ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ

ରାୟଗଡ।:ଜିଲ୍ଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ରାୟଗଡ । ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀମତୀ ସ୍ବଧା ଦେବ ସିଂ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ଘ.୯.୧୫ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗ…

ଆସନ୍ତୁ ଜାଣିବା କଦଳୀ ଫୁଲର ଚମତ୍କାରୀ ଫାଇଦା, ଡାଇବେଟିସ ସହ କମାଇବ ଓଜନ

କଦଳୀ ଫୁଲ ଔଷଧୀୟ ଗୁଣରେ ଭରପୁର ହୋଇଥାଏ । କଦଳୀ ଫୁଲରେ ଭିଟାମିନ ଇ, ପ୍ରୋଟିନ, ଫାଇବର,ଆଇରନ, କ୍ୟାଲସିୟମ, ପୋଟାସିୟମ,ମ୍ୟାଗ୍ନେସିୟମ,ଫସଫରସ ଓ କାମ୍ଫର ମାତ୍ରା ରହିଥାଏ । ଯାହା ଶରୀରର ବହୁ ସ୍ୱାସ୍ଥ୍ୟ ସମସ୍ୟାକୁ ଭଲ କରିଥାଏ । . ଓଜନ ହ୍ରାସ କରିବାରେ ଲାଭ ଓଜନ କମ କରିବାରେ କଦଳୀ…

ଧର୍ମଗଡ଼ ଠାରେ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଧର୍ମଗଡ଼ ଉତ୍ସବ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ ୭୬ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉତ୍ସବ ପଡିଆ ଠାରେ ଅନୁଷ୍ଠିତ ଏହି…

୨୨ ପୋଲିସ କର୍ମଚାରୀଙ୍କୁ ପୋଲିସ ମେଡାଲ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଉତ୍କୃଷ୍ଟ ସେବା ଓ ସାହସିକତା ପାଇଁ ଆଜି ପୋଲିସ କର୍ମଚାରୀମାନଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି । ସାହସିକତା ପାଇଁ ୯ ଜଣଙ୍କୁ…

ଭଟ୍ଟାରିକା ପୀଠରେ ୧୪୪

ବଡମ୍ବା ଭଟ୍ଟାରିକା ପୀଠରେ ୧୪୪ ଜାରି । ବନ୍ୟା ଜଳ ଦେଖିବାକୁ ଲୋକଙ୍କ ଭିଡ ଜମୁଥିବାରୁ ୧୪୪ । ବାହ୍ୟ ଜଗତରୁ ବିଛିନ୍ନ ବଡମ୍ବା ପ୍ରସିଦ୍ଧ ମାଆ ଭଟ୍ଟାରିକାଙ୍କ ପୀଠ। ମନ୍ଦିର ସହ ଭଜନ ମଣ୍ଡପରେ ପ୍ରବାହିତ ହେଉଛି ୧୦ ଫୁଟର ପାଣି। ମା ଭଟ୍ଟାରିକାଙ୍କ ଗମ୍ଭୀରା ଭିତରେ ପଶିଛି ମହାନଦୀର ବନ୍ୟାଜଳ…

ବନ୍ୟା ସ୍ଥିତି: ଜଗତସିଂହପୁର ଓ ପୁରୀ ଜିଲ୍ଲା ଅଧିକ ପ୍ରଭାବିତ ହେବ

ରାଜ୍ୟରେ ବନ୍ୟା ସ୍ଥିତି ଦେଖା ଦେଇଛି। ବନ୍ୟାରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବ। ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ୩୦ରୁ…

ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌

ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌। ବର୍ତ୍ତମାନ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଜଳଭଣ୍ଡାରର ୮ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା। ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବାକୁ ଗେଟ ବନ୍ଦ କରାଯିବ।…

୧୭ରୁ ପୁଣି ବଡ ବର୍ଷା

ଉତ୍ତର ଛତିଶଗଡ ଓ ଆଖପାଖ ରେ ଅବପାତ ସକ୍ରିୟ ରହିଛି । ଅବପାତ ପ୍ରଭାବରେ ପଶ୍ଚିମ ଓଡିଶାରେ ଆଜି ବି ବର୍ଷା ହେବ । ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞନୀ ଉମାଶଙ୍କର ଦାସ । ଝାରସୁଗୁଡା, ସମ୍ବଲପୁର , ସୁନ୍ଦରଗଡ , ବରଗଡ, ବଲାଙ୍ଗୀର ରେ ବର୍ଷିବ । ଆଜି ଓ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା କମ…

ଆଜି ଲୋକାର୍ପିତ ହେବ ଜଳସ‍ଂପଦ ବିଭାଗର ନୂଆ ପୋର୍ଟାଲ

ଆଜି ଲୋକାର୍ପିତ ହେବ ଜଳସଂପଦ ବିଭାଗର ତଥ୍ୟ ସମ୍ବଳିତ ନୂଆ ପୋର୍ଟାଲ । ଗୋଟିଏ କ୍ଲିକରେ ମିଳିବ ଜଳ ସଂପଦ ବିଭାଗର ସମସ୍ତ ତଥ୍ୟ । ପୋର୍ଟାଲରେ ମିଳିବ ବନ୍ୟା, ବନ୍ୟା ପରେ ଚାଷ ଓ ଶସ୍ୟ ଓ ଜଳକର ବାବଦରେ ସମସ୍ତ ସୂଚନା । ODISHA 4K GEO. IN ଲଗଇନ୍ କରି ସମସ୍ତ ସୂଚନା ପାଇପାରିବେ ଜନସାଧାରଣ ।…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ : ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥିରେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ । ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ…