ସୋନିଆ ଗାନ୍ଧୀ ପୁଣି କରୋନା ପଜିଟିଭ୍
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ଜୁନ୍ ମାସରେ ସୋନିଆ କରୋନା ପଜିଟିଭ୍ ହୋଇଥିଲେ ।କଂଗ୍ରେସ ସାଂସଦ ତଥା ଦଳର ବରିଷ୍ଠ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଶନିବାର ସୋନିଆ ଗାନ୍ଧୀଙ୍କ କୋଭିଡ୍ ପରୀକ୍ଷା!-->!-->!-->…
