ଚଢାଦରରେ ୟୁରିଆ ସାର ବିକ୍ରି,ନିରବ ଦ୍ରଷ୍ଟା ବିଭାଗୀୟ ଅଧିକାରୀ
ଧର୍ମଗଡ:
ପିଛା ଛାଡୁନି ଚାଷୀ ସମସ୍ୟା।କେତେ ବେଳେ ସରକାରୀ
ବିହନ ଜମିରେ ପକାଇ ଧୋକା
ଖାଉଛି ତ କେତେବେଳେ ଚଢାଦର
ଦେଇ କ୍ରୟ କରୁଛି।ଏମିତି ସମସ୍ୟା ଭିତରେ
ଘାଣ୍ଟି ଚକଟି ହେଉଛି ଚାଷୀ। ବର୍ତମାନ
ଲଘୁଚାପଜନିତ ବର୍ଷା ପଡିଲା ପରେ
ଚାଷୀ ଧାର କରଜ କରି
ଜମିରେ ରୁଆ ବେଉସା ପକାଇଛି।ହେଲେ
ସାର!-->…
