ସ୍ବାଧୀନତା ଦିବସ ଆଗରୁ ଦିଲ୍ଲୀରୁ ଉଦ୍ଧାର ହେଲା ୨୦୦୦ ଗୁଳି
ଆଗକୁ ସ୍ବାଧୀନତା ଦିବସ ଥିବା ବେଳେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚୋରାଚାଲାଣ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ଜଣ ଗିରଫ ହୋଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ସେମାନଙ୍କ ପାଖରୁ ୨୦୦୦ ଅଫୁଟା ଗୁଳି ସମେତ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ଉଦ୍ଧାର କରାଯାଇଛି ବୋଲି!-->…
