Odia News Portal

ଏମପିଇଡିଏ ର ସଦସ୍ୟ ଭାବେ ନିର୍ବାଚିତ ହେଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

ନୂତନ ଦାଇତ୍ୱ ପାଇଲେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଏନେଇ ରାଜ୍ୟସଭା ଡେପ୍ୟୁଟି ସେକ୍ରେଟେରୀ ସତୀଶ ମେସରା ସୂଚନା ଦେଇଛନ୍ତି । ଏମପିଇଡିଏ ର ସଦସ୍ୟ ଭାବେ ନିର୍ବାଚିତ ହେବାପରେ ଶ୍ରୀ ମଙ୍ଗରାଜ ଖୁସି ବ୍ୟକ୍ତ କରିବା ସହ ଏହି ସଫଳତାର ଶ୍ରେୟ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ

ଦୁଇ ଦିନ ପରେ ମନର କଥା କହିବେ ବାବୁସାନ, ଅପରାଜିତା

ଆଜି ଚେନ୍ନାଇରୁ ଓଡ଼ିଆ ଅଭିନେତା ବାବୁସାନ ଘରକୁ ଘରକୁ ଫେରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ମାଆ ଅପରାଜିତା ମହାନ୍ତି। ବାବୁସାନ ୨ ଦିନ ପରେ ସମସ୍ତଙ୍କୁ ମନର କଥା କହିବ ବୋଲି ଅପରାଜିତା ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି। ବର୍ତ୍ତମାନ ବାବୁସାନ୍‌ ବରମୁଣ୍ଡାସ୍ଥିତ

ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏଥିସହ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମହାକାଶରୁ ଆସୁଛି ମହାବିପତ୍ତି

“ନେଚର ଆଷ୍ଟ୍ରୋନୋମୀ”ରେ ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ ଆସନ୍ତା ଦଶ ବର୍ଷ ଭିତରେ ରକେଟର ଭଗ୍ନାବଶେଷ ପଡିବା କାରଣରୁ ଅନେକ ଲୋକଙ୍କର ଜୀବନ ଯିବାର ଅଧିକ ଆଶଙ୍କା ରହିଛି । ପ୍ରତିଦିନ ଏମିତିକି ପ୍ରତିମୁହୂର୍ତ୍ତରେ ଅନ୍ତରୀକ୍ଷରୁ ବସ୍ତୁମାନ ଗଳିବାର ଅନେକ ଆଶଙ୍କା ରହିଛି । ଆଷ୍ଟ୍ରଏଡ଼

ଇଡି ମାମଲା: ସୋନିଆ ଗାନ୍ଧୀଙ୍କୁ ତିନି ଘଣ୍ଟା ଜେରା

ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛି। ସୂଚନା ଅନୁଯାୟୀ ସୋନିଆଙ୍କୁ ପୁଣି ହାଜର ହେବା ପାଇଁ କୌଣସି ସାନି ସମନ ଜାରି କରାଯାଇ ନାହିଁ।

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ

ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ସଞ୍ଜୀବ ସିଂ । ତେବେ ଶିକ୍ଷକଙ୍କ ବଦଳି ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସଞ୍ଜୀବଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଏହା ପରେ କେନ୍ଦ୍ରାପଡ଼ା ସ୍ଥିତ ଭଡ଼ା ଘର ଓ

ପନିପରିବା ଚାଷରେ ଓଡିଶା ଏକ ନମ୍ବର

ରାଜ୍ୟରେ ପନିପରିବା, ଫଳମୂଳ ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ସୋଇଛି । କନ୍ଦମୂଳ ଉତ୍ପାଦନରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ବାଇଗଣ ଓ ବନ୍ଧାକୋବିରେ ଦ୍ବିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନରେ ପଞ୍ଚମ ସ୍ଥାନରେ ରହିଛି।

ରାଜେନ୍ଦ୍ର ପ୍ରସାଦ ସିଂଙ୍କ ଦେହାନ୍ତରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ଦେହାନ୍ତରେ ବିଧାନସଭାରେ ଶୋକ ପ୍ରସ୍ତାବ । ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଓ କଂଗ୍ରେସ ମୁଖ୍ୟ ସଚେତକ

ରାଜଧାନୀରେ ଅଗଷ୍ଟରୁ ଚାଲିବ ଇ-ବସ୍‌

ଗାଡ଼ି ପ୍ରଦୂଷଣ ରୋକିବା ଲାଗି ଅଗଷ୍ଟ ମାସରେ ରାଜଧାନୀରେ ମୋ’ ବସ୍‌ ସେବା‌‌ରେ ଯୋଡ଼ି ହେବ ୧୦ଟି ଇ-ବସ୍‌। ଏଥିପାଇଁ ମାସେ କାଳ ଟ୍ରାଏଲ୍‌ ରନ୍‌ ଚାଲିଥିଲା । ପ୍ରଥମ ପର୍ଯ୍ୟାୟରେ କେବଳ ଭୁବନେଶ୍ବରରେ ଇ-ବସ୍ ଚାଲିବ ।ମୋ ବସ୍‌ ପରି ଏହି ବସ୍‌ଗୁଡ଼ିକ ସବୁ ବସ୍‌ ଷ୍ଟପ୍‌ରେ ରହିବ । ଯାତ୍ରୀ ନ

ମା’ ଅପରାଜିତାଙ୍କୁ ଧରି କାନ୍ଦି ପକାଇଲେ ବାବୁସାନ୍

ଭୁବନେଶ୍ୱରରେ ପହଞ୍ଚିଛନ୍ତି ଅଭିନେତା ବାବୁସାନ । ବରମୁଣ୍ଡା ଜଗନ୍ନାଥବିହାର ସ୍ଥିତ ଘରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି । ମା’ ପୁଅ ଭେଟାଭେଟି ହେବା ପରେ ଭାବବିହ୍ୱଳ ହୋଇଛି ପରିବେଶ । ବାସଭବନରେ ମା’ ଅପରାଜିତାଙ୍କୁ ଧରି ବାବୁସାନ୍ କାନ୍ଦିପକାଇଥିବା ଜଣାପଡିଛି । ଅନ୍ୟପଟେ