ପୃଥିବୀକୁ ନେଇ ଆସିଲା ନୂଆ ରହସ୍ୟ
ଆମେ ସାଧାରଣ ଭାବେ ଜାଣୁ ଯେ, ଦିନ ୧୨ ଘଣ୍ଟା ଆଉ ରାତି ୧୨ ଘଣ୍ଟା । ବିଭିନ୍ନ ଋତୁର ଆଗମନ ଓ ଶେଷ ସମୟରେ ଦିନ ଧୀରେଧୀରେ ବଢ଼ିବା ସହ ରାତି ଧୀରେଧୀରେ କମିଥାଏ । ସେହିପରି ପୃଥିବୀର ବିପରୀତ ଅଂଶରେ ଏହାର ଠିକ୍ ବିପରୀତ ଅର୍ଥାତ ରାତି ଧୀରେଧୀରେ ବଢ଼ିବା ସହ ଦିନ ଧୀରେଧୀରେ କମିଥାଏ ।!-->…
