ମାଆଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ
ଗୁଜୁରାଟ ଗସ୍ତ କରି ନିଜ ଘରକୁ ଯାଇ ମାଆଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି । ମୋଦୀ ଗାନ୍ଧୀନଗର ପହଁଚି ନିଜ ମାଆଙ୍କ ଆଶୀର୍ବାଦ ନେଇଛନ୍ତି ଓ ତାଙ୍କର ପୂଜା ମଧ୍ୟ କରିଛନ୍ତି ।
ସେ ହୀରାବେନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ସହ ଉପହାରରେ ଏକ ଶାଲ୍ ମଧ୍ୟ ପ୍ରଦାନ କରିଛନ୍ତି ।
ଏହି!-->!-->!-->!-->!-->…
