Odia News Portal

ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ ଶିମିଳିପାଳ । ଉତ୍ତର ଶିମିଳିପାଳ ବନାଞ୍ଚଳ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ମିଳିଥିବି ସୂଚନା ଅନୁସାରେ ଆଜି ଠାରୁ ୪ ମାସ ପାଇଁ ଶିମିଳିପାଳ ପର୍ଯ୍ୟଟକଙ୍କ

ଉତ୍ତର ପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଉତ୍ତର ପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ମୁସଲିମ ସଂଗଠନ ଜମିୟତ୍ ଉଲେମା-ଇ-ହିନ୍ଦ ପକ୍ଷରୁ ଦାୟର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ରାଜ୍ୟରେ ସମ୍ପ୍ରତି ହିଂସା ଘଟଣାରେ ଅଭିଯୁକ୍ତଙ୍କ ଘର ବୁଲଡୋଜର ଲଗାଇ ଭାଙ୍ଗିବା ବନ୍ଦ କରିବା ପାଇଁ ୟୁପି ସରକାରଙ୍କୁ

ଓଡିଶା ମୁହାଁ ମୌସୁମୀ

ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଏହାର ପ୍ରାକ୍‌ ସଙ୍କେତ ଦେଲାଣି | ଫଳରେ ଆସନ୍ତା ୨୪ ଘଣ୍ଟା ଭିତରେ ଯେ କୌଣସି ସମୟରେ ମୌସୁମୀ ଓଡ଼ିଶା ମାଟି ଛୁଇଁବା ନେଇ ସମ୍ଭାବନା ଦେଖାଦେଲାଣି | ତେବେ ଚିନ୍ତାର ବିଷୟ ହେଲା, ଆରମ୍ଭରୁ ମୌସୁମୀ ଭଲ ବର୍ଷା ଦେବନି । ତୃତୀୟ ସପ୍ତାହ ବେଳକୁ ମୌସୁମୀ ପ୍ରବାହ

ଆଜି ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ

ଆଜି ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ | ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଦିଆଯାଇଛି ବନ୍ଦ ଡାକରା | ଆଜି ସକାଳ ୬ଟାରୁ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ ପାଳନ କରାଯାଉଛି। ଆଜି ସହରର ବିଭିନ୍ନ ଛକରେ ରାସ୍ତାବନ୍ଦ କରାଯାଇଥିବାର ଦେଖିବାକୁ ମିଳିଛି। ଏଣେ

ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ୧୧ ଜଣ ପ୍ରାର୍ଥୀ

ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ ବାଜି ସାରିବା ପରେ ଏବେ ନାମାଙ୍କନ ଦାଖଲ ପକ୍ରିୟା ଆରମ୍ଭ ହୋଇଛି | ତେବେ ନାମାଙ୍କନ ଦାଖଲ କରିବାର ପ୍ରଥମ ଦିନରେ ୧୧ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଜଣେ ପ୍ରାର୍ଥୀଙ୍କ ପତ୍ର ଖାରଜ ହୋଇ ଯାଇଛି। ନାମାଙ୍କନ

ଅସୁସ୍ଥ ମହାପ୍ରଭୁ: ଶ୍ରୀବିଗ୍ରହଙ୍କ ନିକଟରେ ଲାଗି ହେଲା ଶୁକ୍ଳବସ୍ତ୍ର

ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ | ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ଘରେ ମହାପ୍ରଭୁ | ଭଗବାନଙ୍କ ଅସୁସ୍ଥତାରେ ଯେମିତି ଶ୍ରୀମନ୍ଦିରରେ ନିରବତା ଛାଇଯାଇଛି। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି

ପରୀକ୍ଷଣ ହେଲା ସ୍ୱଳ୍ପ ଦୂରଗାମୀ ବାଲେଷ୍ଟିକ ମିସାଇଲ ପୃଥିବୀ-୨

ପରୀକ୍ଷଣ ହେଲା ସ୍ୱଳ୍ପ ଦୂରଗାମୀ ବାଲେଷ୍ଟିକ ମିସାଇଲ ପୃଥିବୀ-୨ । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ପୃଥିବୀ-୨କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯାଇଛି । ପୃଥିବୀ-୨ର ଲକ୍ଷ୍ୟଭେଦ କ୍ଷମତା ୨୫୦ରୁ ୩୦୦

ପାକିସ୍ତାନରେ ୧୨-୧୨ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ, ଜାଣନ୍ତୁ କ’ଣ ରହିଛି କାରଣ

ଶ୍ରୀଲଙ୍କା ପରେ ଏବେ ପୁଣି ପାକସ୍ତାନରେ ଦେଖିବାକୁ ମିଳିଛି ବିଜୁଳି ସଙ୍କଟ । ଏବେ ଅନ୍ଧାର ଘେରରେ ରହୁଛି ପାକିସ୍ତାନର ଅନେକ ଅଞ୍ଚଳ । ଗୋଟିଏ କି ଦୁଇ ଘଣ୍ଟା ନୁହେଁ ୧୨-୧୨ଘଣ୍ଟା ଲେଖାଏଁ କାଟ ହେଉଛି ବିଜୁଳି । ଏପରି ବିଦ୍ୟୁତ ଅଭାବ ଦେଖାଯାଉଥିବାରୁ ଶ୍ରୀଲଙ୍କା ପରି ଅବସ୍ଥା ହେବାର ଆଶଙ୍କା

ପୁଅକୁ ପିଟିପିଟି ମାରିଦେଲେ ସାବତ ମା ବାପା

ଜଗତସିଂହପୁର ପାରାଦୀପ ତ୍ରିଲୋଚନପୁରରେ ଅଭାବନୀୟ ଘଟଣା । ରଜ ପାଇଁ ଗାଁ ଉତ୍ସବମୁଖର ଥିବାବେଳେ ସ୍କୁଲ ପଛପଟୁ ମିଳିଲା ନାବାଳକର ମୃତଦେହ । ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି

ଅଣସରକୁ ଗଲେ ଶ୍ରୀଜିଉ, ଆଜିଠୁ ଦର୍ଶନ ଦେବେ ଅଲାରନାଥ

ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଅଲାରନାଥ । ଆରମ୍ଭ ହୋଇଛି ଅଲାରନାଥଙ୍କ ଅଣସର ଦର୍ଶନ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭୋରରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ତଡପଲାଗି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ ଦ୍ବାର ଫିଟାଯିବା ପରେ ମନ୍ଦିରର ସମସ୍ତ