Odia News Portal
Browsing Tag

baleswar

ଶେଷ ପର୍ଯ୍ୟାୟରେ ରେଳ ନିର୍ମାଣ କାର୍ଯ୍ୟ : ଖୁବଶ୍ରୀଘ୍ର ଗଡିବ ନୀଳଗିରି ରେ ଯାତ୍ରୀବାହୀ ରେଳ

ଦୀର୍ଘବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବ୍‌ଶୀଘ୍ର ବାଲେଶ୍ବର ଜିଲ୍ଲା ଅଧୀନ ନୀଳଗିରି ଅଞ୍ଚଳକୁ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବ। ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଏସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି…

ଜଳେଶ୍ଵରରୁ ପୁଣି ବ୍ରାଉନସୁଗାର ଜବତ

ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ଦିନକୁ ଦିନ ବଢୁଛି ନିଶା କାରବାର। ଜଳେଶ୍ଵର ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ଏହି ଧଳାଜହର କାରବାରର କିଙ୍ଗ୍ ପିନ୍‌କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଛି। ସୂଚନାନୁଯାୟୀ,…

ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖ ବଜାରରେ ଅଗ୍ନିକାଣ୍ଡ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖ ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ୧୦ ରୁ ଅଧିକ ଦୋକାନ ଘର ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ସମ୍ପୁର୍ଣ୍ଣ କାରଣ ଏଯାଏଁ ଜଣା ପଡନି । ବାଣ ଅଥବା ସିଗାରେଟ ଧୁଆଁରୁ ଏପରି…

ପଡିଶା ଘରକୁ ପିଠା ଖାଇବାକୁ ଯାଇ ୨ ବର୍ଷର ଶିଶୁ ନିଖୋଜ

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନିମା ଗ୍ରାମର ୨ ବର୍ଷର ଶିଶୁ ନିଖୋଜ । ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ନିଖୋଜ ଶିଶୁ ହେଉଛନ୍ତି ଉମାକାନ୍ତ ପ୍ରଧାନଙ୍କ ଝିଅ ସସ୍ମିତା ପ୍ରଧାନ । ସସ୍ମିତା ପ୍ରଥମାଷ୍ଟମି ପାଇଁ ୮.୩୦ ବେଳକୁ ସଜବାଜ ହୋଇ ନୂଆ ଡ୍ରେସ ପିନ୍ଧି ଘର ପାଖ ପଡିଶା…

ଡିଏଫଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ DFOଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫୋରେନସିକ ଲ୍ୟାବରେ ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ପ୍ରାୟ ୩ ଘଣ୍ଟା କାଳ ତାଙ୍କୁ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଛି । ଶହେରୁ ଅଧିକ ପ୍ରଶ୍ନ ତାଙ୍କୁ…

ପୁଣି ୩୫୦ ଗ୍ରାମର ବ୍ରାଉନସୁଗାର ଜବତ

ବାଲେଶ୍ଵର ଜିଲ୍ଲା ଜଳେଶ୍ଵରର ୨ଟି ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ । ଝାଡେଶ୍ଵରପୁର ଓ ରାଜପୁର ଅଞ୍ଚଳରୁ ୩୫୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ। ଏହା ସହ ଜଣେ ମହିଳା ସମେତ ୪ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଟକମାନେ ହେଲେ ସେକ ଭିକାରୀ, ସେକ ରାଜା, ସେକ ମମତାଜ। ବିଶେଷ…

ଗଛକଟାରୁ ଗୋଷ୍ଠୀ ସଂଘର୍ଷ

ବାଲେଶ୍ୱର: ବାଲିଆପାଳ ଥାନା ଅନ୍ତର୍ଗତ ଜାମୁକୁଣ୍ଡା ପଂଚାୟତ ସାନତାଳପଦା ଗ୍ରାମ ରେ ଗଛ କଟାକୁ କେନ୍ଦ୍ର କରି ଜାୟନିକ ଯୁକକଙ୍କୁ ସାଙ୍ଗବଧ ଭାବେ ଆକ୍ରମଣ । ସୂଚନାଯୁଗ୍ୟ ସାନତାଳପଦା ଗ୍ରାମର ଜଳଧର ଜେନାଙ୍କ ପୁଅ ଜୟନ୍ତ ଜେନାଙ୍କୁ ସଙ୍ଗବଧ ଭାବେ ଆକ୍ରମଣ ତାଙ୍କ ଘର ପାଖରେ ଥିବା ଅନିଲ…

ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେଓଙ୍କୁ କରୋନା

ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ ଦେଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨/୩ ଦିନ ହେଲା ସେ ଥଣ୍ଡାଜ୍ବରରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ହଠାତ୍ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ…

ଜେଲରେ ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ସୋର ସବଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ବିଚାରାଧୀନ କଏଦୀଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ସୂଚନା ମିଳିଛି । ୨ମାସ ପୂର୍ବରୁ କରୋନା ପାଇଁ ଭଦ୍ରକରୁ ସୋର ସବଜେଲକୁ ସ୍ଥାନାନ୍ତର ହୋଇଥିଲେ । ଗତକାଲି ଅସୁସ୍ଥ ଅନୁଭବ କରିବାରୁ ରାତି ଗୋଟାଏ ବେଳେ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ପୁସିଂ କାର୍ଡ ଚିରିଲେ ବିଜେପି କର୍ମୀ

ବାଲେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି ପୋଷ୍ଟର ରାଜନୀତି । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାକୁ ବିଜେପି ବିରୋଧ କରୁଛି । ତେବେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ଉପସ୍ଥିତିରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ପୁସିଂ କାର୍ଡ ଚିରିବା ସହ ପାଟିତୁଣ୍ଡ କରୁଥିବା…