Odia News Portal
Browsing Tag

AIIMS

ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଛି । ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଯାଉଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କୁ ଭେଟିଥିବା ବେଳେ ମନମୋହନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୮୮…

ଗରିବଙ୍କୁ ମାଗଣା ଇକମୋ ଚିକିତ୍ସା ଯୋଗାଇବ ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: କରୋନା ସମୟରେ ଏକ ଆଶ୍ୱସ୍ତିକର ଖବର । ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ମିଳିବ ମାଗଣା ଇକମୋ ଚିକିତ୍ସା । ରାସନ କାର୍ଡଧାରୀ ଏବଂ ଗରୀବ ଲୋକଙ୍କୁ ଏହି ସୁବିଧା ଯୋଗଇବା ଲାଗି ଏମ୍ସ ଅଧିକ୍ଷକ ସଚ୍ଚିତାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଗତ ଜୁଲାଇ ୧୫ରୁ ଭୁବନେଶ୍ୱର ଏମ୍ସରେ…

ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲା ଜଗନ୍ନାଥ

ଭୁବନେଶ୍ୱର: ପ୍ରିୟଙ୍କା ପ୍ରିୟଦର୍ଶନୀ ହତ୍ୟା ମାମଲାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଜଗନ୍ନାଥ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିଲେ । ହାତର ଶିର କଟି ଯାଇଥିବାରୁ ଅସ୍ତ୍ରୋପଚାର ପାଇଁ ଜଗନ୍ନାଥକୁ ଏମସରେ ଭର୍ତ୍ତି କରାଯାଇଛି…

ଭୁବନେଶ୍ୱର ଏମ୍ସରେ ଇକମୋ ମେସିନର ଉଦଘାଟନ

ଭୁବନେଶ୍ୱର: ଘଟିଲା ବହୁ ପ୍ରତିକ୍ଷାର ଅନ୍ତ । ଏମ୍ସର ନବମ ପ୍ରତିଷ୍ଠା ଦିବସରେ ଅତି ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଥାପନ ହୋଇଥିବା ଇକମୋ ମେସିନ ଉଦଘାଟିତ ହୋଇଛି । ଭୁବନେଶ୍ୱର ଏମସର ଅଧୀକ୍ଷକ ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏହି ମେସିନ ଉଦଘାଟନ କରିଛନ୍ତି । ଆସନ୍ତା…

ଭୁବନେଶ୍ୱର ଏମ୍ସରେ ପହଞ୍ଚିଲେ ୨ ଆହତ ଯବାନ

ଭୁବନେଶ୍ୱର: ଆହତ ଯବାନ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି । ସେମାନଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କ ଏୟାରଲିଫ୍ଟ କାର୍ଯ୍ୟରେ ୩ଜଣଙ୍କୁ ପ୍ରଂଶସା କରାଯାଇଛି । ସିଆପିଏଫ ଯବାନ ଏବଂ ପାଇଲଟ କନ୍ଧମାଳର ଡାକ୍ତରଙ୍କୁ ପ୍ରଂଶସା…

ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନଶମ ସେବାକେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ଭୁବନେଶ୍ୱର AIIMS ପରିସରରେ ଏଟ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞୁର କରିଛନ୍ତି । ଏହି କେନ୍ଦ୍ର ରେ ଜଣେ station officerଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି…

କରୋନା ଆକ୍ରାନ୍ତ ହେଲେ ବିଜେପି ନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର: ବିବାଦୀୟ ମନ୍ତବ୍ୟ ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ନେତା ବିଷ୍ଣୁ ସେଠୀରେ ଆକ୍ରାନ୍ତ । ଆଜି ତାଙ୍କୁ ଭୁବେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏକ ପ୍ରାଇଭେଟ୍ କ୍ୟାବିନ୍ରେ…

ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍‌

ଭୁବନେଶ୍ୱର: ଓଡ଼ିଶା ଆସିଲା ଇକମୋ ମେସିନ୍ । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ (ହୃଦରୋଗ ବିଭାଗ), ଡାକ୍ତର କ୍ରିଷ୍ଣା…

ଏମ୍‌ସରେ ଆଜି ୬ରୁ୧୨ ବର୍ଷ ଛୁଆଙ୍କ ଉପରେ ଟିକା ଟ୍ରାଏଲ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । କାରଣ ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ଛୋଡ ପିଲାଙ୍କ ପାଇଁ ଅଧିକ ଘାତକ ହୋଇପାରେ । ସେଥିପାଇଁ ପିଲାଙ୍କୁ ଟୀକାକରଣ…

ଏମ୍‌ସ ପିଜି ଏଣ୍ଟ୍ରାନ୍ସ ଘୁଞ୍ଚିଲା

ଭୁବନେଶ୍ୱର: ଏମ୍‌ସ ପିଜି ଏଣ୍ଟ୍ରାନ୍ସ ଘୁଣ୍ଟଲା । ଜୁନ୍ ୧୬ରୁ ୨୧ ଯାଏ ହେବାକୁ ଥିଲା ଏହି ପରୀକ୍ଷା । ତେବେ ପରୀକ୍ଷା କେବେ ହେବ ତାହା ସ୍ପଷ୍ଠ ହୋଇନାହିଁ । ତେବେ ଏନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ପରୀକ୍ଷା ଘୁଞ୍ଚିବା ନେଇ ସୂଚନା ଦେଲେ ଭୁବନେଶ୍ୱର ଏମ୍‌ସ…