Odia News Portal
Browsing Tag

anugul

ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅନୁଗୁଳରେ ଚାଲିଲା ରାହାଗିରି

ଆଜି ଅନୁଗୁଳ ଜିଲ୍ଲା ପାଳୁଛି ଜିଲ୍ଲା ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାରେ ଆୟୋଜିତ ହୋଇଥିଲା ରାହାଗିରି ବା ପଥ ଉତ୍ସବ । ଅନୁଗୁଳରେ ଆରମ୍ଭ ହୋଇଛି ରାହାଗିରି। ରାସ୍ତା ଉପରେ ନାଚ, ଗୀତ, ଖେଳର ଆସର ଜମିଥିଲା। ଆଉ ଚାଲିଥିଲା ମନୋରଞ୍ଜନ। ଝୁମିଲେ ଅନୁଗୁଳ ବାସିନ୍ଦା। ଉତ୍କଳ ଦିବସ ଓ…

ନିର୍ବାଚନ ପୂର୍ବରୁ ବିଜେପିର ଗୁଣ୍ଡାଗର୍ଦ୍ଦି

ଅନୁଗୁଳ: ନିର୍ବାଚନ ପୂର୍ବରୁ ବିଜେପିର ଗୁଣ୍ଡାଗିରି । ଅନୁଗୁଳ ବଅଁରପାଳ ବ୍ଲକରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଇ ପ୍ରଶାନ୍ତ ପ୍ରଧାନକୁ ବିଜେପି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୨୫ ନମ୍ବର ଜୋନର ବଡକେରଜାଙ୍ଗ ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟାଙ୍କ ସ୍ୱାମୀ…

ଅନୁଗୋଳରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅନୁଗୋଳ: ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବା ସହ ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣର ନାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ। ବଢିଲା…

ଆଜି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ସେବାର ଶୁଭାରମ୍ଭ କରିବେ…

ଭୁବନେଶ୍ୱର: ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ସେବାରେ ସାମିଲ ହେବେ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଜିଲ୍ଲାରେ ଏହି ସେବାର ଶୁଭାରମ୍ଭ କରିବେ । ପ୍ରଥମେ ଅନୁଗୁଳ ଯାଇ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ସେବାର ଶୁଭାରମ୍ଭ କରିବା…

୨୦ରେ ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟକ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଜୀବନ ମୂଲ୍ୟବାନର ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବାଣ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୨୦ ତାରିଖରେ…

ବନ୍ଧୁକ ତିଆରି କାରଖାନା ଠାବ କଲା ପରଜଙ୍ଗ ପୋଲିସ, ଜଣେ ଗିରଫ

ଅନୁଗୁଳ: ଗତ ୭ ତାରିଖ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ ଫାଣ୍ଡି ପୋଲିସ ମିଳିତ ହୋଇ ମହାବିରୋଡ଼ ଅନ୍ତର୍ଗତ ବାମ ଗ୍ରାମର ଭୁତୁଭୁତିଆ ସାହିର ମଙ୍ଗୁଲୁ ମହାରଣାଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ତିଆରି କାରଖାନାକୁ ଠାବ କରିଛନ୍ତି ।ଉକ୍ତ ସ୍ଥାନରୁ…

ବୁଡ଼ିଗଲେ ବାପା ପୁଅ

ଅନୁଗୁଳ: ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୪ ବର୍ଷର ଶିଶୁପୁତ୍ର ସମେତ ବାପା ମୃତ । ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଯିବାରୁ ୪ ବର୍ଷର ଶିଶୁପୁତ୍ର ସମେତ ବାପାର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଳା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଅନ୍ତର୍ଗତ କଇଁଛବାହାଳ…

ଗୁରୁ ଦିବସରେ ବନ୍ଧାହେଲେ ନକଲି ଶିକ୍ଷକ

ଅନୁଗୁଳ: ଆଜି ହେଉଛି ପବିତ୍ର ଗୁରୁ ଦିବସ । ଗୁରୁଙ୍କ ଲାଗି ଦିନଟିଏ । ଗୁରୁ ଯିଏ ଆମକୁ ଅନ୍ଧକାରରୁ ଆଲୋକ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ । ତେବେ ଏଭଳି ଏକ ପବିତ୍ର ଦିନରେ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି । ନକଲି ସାର୍ଟିଫିକେଟ ଦେଇ ୧୦ ବର୍ଷ ହେବ ଚାକିରୀ କରି ଆସୁଥିଲେ । ତେବେ ଖବର…

ପରଜଙ୍ଗ ଆକ୍ରମଣ ପରେ ଲୁଟ୍ ଘଟଣା, ବନ୍ଧାହେଲେ ୩ ଅଭିଯୁକ୍ତ

ଅନୁଗୁଳ: ଗତ ୨୪ ତାରିଖରେ ଆକ୍ରମଣ ସହ ଲୁଟର ଶିକାର ହୋଇଥିଲେ ଅଭୟ ବିଶ୍ୱାଳ ଏବଂ ତାଙ୍କ ପୁଅ । ଲୁଟ୍ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପରଜଙ୍ଗ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରଞ୍ଜିତ ନାୟକ, ପ୍ରଭାତ କୁମାର ନାୟକ ଓ ସମୀର ନାୟକ । ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ…

ମହଙ୍ଗା ପଡ଼ିପାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରା

ଅନୁଗୁଳ: ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ପ୍ରତିବାଦ ଆରମ୍ଭ କରିଛି ବିଜେପି । ତେବେ ଗତକାଲି ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ଦେଇଥିଲେ ବିଜେପି କର୍ମୀ । ଆଜି ଏନେଇ ଥାନାରେ ଫେରାଦ ଦେଇଛନ୍ତି ବିଜେଡ଼ି କର୍ମୀ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ…