Odia News Portal
Browsing Tag

anugul

ନବୀନଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ

ଅନୁଗୁଳ: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ରାଜନୀତି । ନବୀନଙ୍କ ପୋଷ୍ଟର ଚିରିଦେଲେ ବିଜେପି କର୍ମୀ । ଅନୁଗୁଳ ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ପୋଲିସ ଆସିବା ପୂର୍ବରୁ ବିଜେପି କର୍ମୀମାନେ…

ପରିବାରର ସମସ୍ତେ ଚାଲିଯିବା ପରେ ରାହା ଖୋଜୁଛି ୧୪ ମାସର ଶିଶୁ

ଅନୁଗୁଳ: ୧୪ ମାସର ଶିଶୁ ଉପରେ ଦଇବ ସାଜିଛି ଦାଉ । କରୋନାରେ ଆକ୍ରାନ୍ତ ହୋଇ ପରିବାରର ସମସ୍ତେ ଚାଲିଗଲେ ଆରପାରିକୁ । ସେପଟେ ମାମୁଁଘରେ ଆଶ୍ରୟ ନେଇଥିବା ବେଳେ ଅଜା, ଆଇଙ୍କ ସହ ମାମୁଁଘର ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଛନ୍ତି । ଶେଷରେ ନିଜର ମାଉସୀ ଶେଷ ଭରଷା ହୋଇଛନ୍ତି…

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ, ଛେଚା ଖାଇଲେ ପ୍ରେମିକ ଓ ଦୁଇ ସାଙ୍ଗ

ଅନୁଗୁଳ: ମହଙ୍ଗା ପଡ଼ିଲା ରାତି ଅଧରେ ପ୍ରେମିକାକୁ ଦେଖା କରିବା । ପ୍ରେମିକାକୁ ଦେଖା କରିବା ଲାଗି ଯାଇଥିବାବେଳେ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଗଲା ପ୍ରେମିକ । ସାଙ୍ଗକୁ ସାହାର୍ଯ୍ୟ କରିବା ଲାଗି ଯାଇଥିବା ଦୁଇ ଯୁବକଙ୍କୁ ମଧ୍ୟ ଧରିପକାଇଲେ ଗାଁ ଲୋକେ । ଆଉ ତିନି ଜଣଙ୍କୁ ଉତ୍ତମ ମଧ୍ୟମ ଦେବା…

ଦରଦୀବନ୍ଧୁ ଚିନ୍ମୟୀ

ଅନୁଗୁଳ: ସ୍ୱାର୍ଥପର ଦୁନିଆରେ ମଣିଷ ନିଜର ସୁବିଧା ଖୋଜିଥାଏ । ନିଜର ସ୍ୱାର୍ଥ ଲାଗି ଅନ୍ୟକୁ ବଳି ପକାଇବାକୁ ମଧ୍ୟ ପଛାଇନଥାଏ । କିନ୍ତୁ ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଏହି ମହାମାରୀରେ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟକୁ ସହଯୋଗର ହାତ ବଢ଼ାଉଛନ୍ତି । ଯେଉଁମାନଙ୍କ ମଧ୍ୟରେ…

ଜୀବନ ନେଲା ଜୀବନ

ଅନୁଗୁଳ: ତାଳଚେର ବଙ୍ଗଳୀତଇଲା ଅଞ୍ଚଳର ଜୀବନ ବେହେରା । ନାଁ ସିନା ହେଲେ ସେ ଜୀବନ ବଞ୍ଚାଇବା ବଦଳରେ ନେଇ ଯାଇଛି ଜୀବନ । ସେ ପୁଣି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସାମାନ୍ୟ ବଚସାରୁ ନିଜ ସ୍ତ୍ରୀ ହୀନାକୁ ଅତି ନୃଂଶସ ଭାବେ ଟାଙ୍ଗିଆରେ ହାଣି ଦେଇଥିବା ଅଭିଯୋଗ ହୋଇଛି ।…