Odia News Portal
Browsing Tag

Arun bothra

ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା

ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା। ୧୯୯୬ ମସିହା ବ୍ୟାଚ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା। ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପରେ ପ୍ରତିକ୍ରିୟାରେ ଅରୁଣ ବୋଥ୍ରା କହିଛନ୍ତି, ମୋ ଘର ବାହୁଡା ହୋଇଛି । ରାଜ୍ୟର ଅପରାଧ…

ଅଭିଯୁକ୍ତ ବିରୋଧରେ ଅଛି ଯଥେଷ୍ଟ ପ୍ରମାଣ :ଅରୁଣ ବୋଥ୍ରା

ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏସ୍ଆଇଟି। ଗତକାଲି ନୟାଗଡ଼ ଯଦୁପୁରରୁ ଅଭିଯୁକ୍ତକୁ ଉଠାଇ ନେଇଥିଲା ଏସଆଇଟି। ସୋମବାର ନୟାଗଡ଼ ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯାଇଛି । ଅନ୍ୟପଟେ ପରୀ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା…

ନୟାଗଡ଼ରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରୋ

ନୟାଗଡ() ନୟାଗଡ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରୋ ନୟାଗଡରେ ପହଞ୍ଚିଛନ୍ତି । ନୟାଗଡ ଯଦୁପୁର ଯାଇ ତଦନ୍ତ କରୁଛନ୍ତି ଏସଆଇଟିର ମୁଖ୍ୟ । କୋର୍ଟଙ୍କ ନିରୀକ୍ଷଣରେ ତଦନ୍ତ କରୁଥିବା SITର…

ଏସଆଇଟି ତଦନ୍ତ ଆରମ୍ଭ

ନୟାଗଡ଼()  ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାଟି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ପରୀର ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି…

ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ

ଭୁବନେଶ୍ୱର() ନୟାଗଡ ‘ପରୀ’ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର । ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ଅରୁଣଙ୍କ ନେତୃତ୍ୱରେ ଗଠିତ ଏସଆଇଟି ଟିମରେ ୫ ଅଫିସରଙ୍କୁ ସାମିଲ କରାଯାଇଛି । ଟିମରେ କ୍ରାଇମବ୍ରାଞ୍ଚ ଏସପି ଆର.…

ବିଦ୍ୟୁତ ଆଘାତ ମୃତ୍ୟୁ ପାଇଁ ସେସୁର ବିଚିତ୍ର ପ୍ରସ୍ତାବ

ଭୁବନେଶ୍ୱର()  ବିଦ୍ୟୁତ୍ ଝଟକାରେ ଲୋକଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ବିଦ୍ୟୁତ୍ ଉପଭୋକ୍ତା ଦେବେ କ୍ଷତିପୂରଣ । ଗତକାଲି ଗଞ୍ଜାମରେ ଏକ ବସ୍ରେ ୧୧ କେଭି ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବା ବେଳେ  OERC ନିକଟରେ ସେସୁର ଏଭଳି ପ୍ରସ୍ତାବ ନେଇ ଚର୍ଚ୍ଚା ଆରମ୍ଭ…

ଜାନୁଆରୀ ୧୬ରେ ୧୧ ହଜାର ୩୯୭ ଗାଁରେ କଟିବ ଲାଇନ

ଭୁବନେଶ୍ୱର() ରାଜ୍ୟରେ ଅନେକ ବିଦ୍ୟୁତ ଉପଭୋକ୍ତାଙ୍କ ବିଲ ବକେୟା ରହିଛି । ଉପଭୋକ୍ତା ବିଜୁଳି ବିଲ ପୈଠ କରି ନାହାଁନ୍ତି । ଜାନୁଆରୀ ୧୫ ଯାଏଁ ସମୟ ଦିଆଯାଇଛି ।୧୫ ଭିତରେ ଯେଉଁ ମାନେ ବିଦ୍ୟୁତ ବିଲ ପୈଠ କରିନଥିବେ ସେମାନଙ୍କର କଟିବ ଲାଇନ ବୋଲି ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବ୍ରୋଥ୍ରା…

ସାରଥୀ ଭଗବାନ ହେବାର ଖୁସିକୁ ହରାଇବାକୁ ଚାହୁଁ ନ ଥିଲେ: ଅରୁଣ ବୋଥ୍ରା

ଭୁବନେଶ୍ୱର() ସାରଥୀଙ୍କୁ ଗିରଫ କରିଥିବା ଆଇପିଏସ ଅରୁଣ ବୋଥ୍ରା ସାମ୍ନାକୁ ଆଣିଛନ୍ତି କିଛି ରୋଚକ କଥା । ଭଣ୍ଡ ସାରଥୀ କିଭଳି ଭଗବାନ ପାଲଟିଗଲେ ? ଖୋଦ୍ ସାରଥୀର ବୟାନ ଆଧାରରେ ନିଜର ଟ୍ବିଟର ହ୍ୟାଣ୍ଡେଲରେ ଅରୁଣ ଏ ସବୁର ଖୁଲାସା କରିଛନ୍ତି । ଅରୁଣ କହିଛନ୍ତି, ସାରଥୀ ଜାଣିଥିଲେ ସେ…

ଜନ ସେବା ପାଇଁ ଅରୁଣଙ୍କୁ ଓଡିଶା ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର () ଆଜି ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ। ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ…