Odia News Portal
Browsing Tag

baleswar

ରଥ ନିର୍ମାଣ ଚାଲିଥିଲା, ଚଢ଼ାଉ କଲା ପ୍ରଶାସନ

ବାଲେଶ୍ୱର: ପରମ୍ପରାକୁ ବଜାୟ ରଖିବା ଲାଗି କେବଳ ପୁରୀରେ ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । ବାରମ୍ବାର ବାରଣ କରିବା ସତ୍ତ୍ୱେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ରଥ ନିର୍ମାଣ କାର୍ଯ୍ୟ କରାଯାଉଥିଲା ।…

ବାପାକୁ ମାରିଦେଲା ମଦୁଆ ପୁଅ

ବାଲେଶ୍ୱର: ମଦୁଆ ପୁଅର ଉନ୍ମୁକ୍ତ କାଣ୍ଡ । ନିଶାରେ ଅମଣିଷ ହୋଇଯାଇଛି ନର ରାକ୍ଷସ । ନିଜ ଜନ୍ମକଲା ବାପାକୁ ହାଣି ଦେଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡ଼ାରୁ ଆସିଛି ଏଭଳି ଖବର । ପୋଲିସ ଅଭିଯୁକ୍ତ ଶ୍ରୀକାନ୍ତ ନାୟକୁ ଗିରଫ କରିଥିବା ବେଳେ ମୃତଦେହକୁ ଉଦ୍ଧାର କରି…

ନାବାଳିକା ଓ ବିବାହିତ ପୁରଷଙ୍କ ମଧ୍ୟରେ ଚାଲିଥିଲା ପ୍ରେମ, ପ୍ରେମିକାକୁ ଦେଖା କରିବାକୁ ଯାଇ ବନ୍ଧା ହେଲା ପ୍ରେମିକ

ବାଲେଶ୍ୱର: ମହଙ୍ଗା ପଡ଼ିଲା ଚୋରା ପିରତି । ପ୍ରେମିକାକୁ ଦେଖା କରିବାକୁ ଯାଇ ବନ୍ଧାହେଲା ପ୍ରେମିକ । ବାଲେଶ୍ୱର ଜିଲ୍ଲା ମୁଗୁନିପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ପ୍ରେମିକ ବାବୁ ମଲ୍ଲିକକୁ ଗାଁ ଲୋକେ ବାନ୍ଧି ରଖିଥିବା ଦେଖିବାକୁ ମିଳିଛି । ବନ୍ଧା ହୋଇଥିବା ବାବୁର ଘର ପଥରପେଣ୍ଠ ପଞ୍ଚାୟତ…

ବାପା ମା ଚାଲିଯିବା ପରେ ଦେଢ଼ ମାସର ଭାଇକୁ ପାଲୁଛି ୭ ବର୍ଷର ଝିଅ

ବାଲେଶ୍ୱର: ଦଇବ ଏମିତି ବି ଦୁଃଖ ଦେବ ତାହା କେହି କେବେ କଳ୍ପନା ମଧ୍ୟ କରି ନାହାଁନ୍ତି । ବାପା ମା ଛାଡ଼ି ଚାଲିଗଲେ ଆରପାରିକୁ । ଦେଢ଼ ମାସର ଭାଇକୁ ପାଳୁଛି ୭ ବର୍ଷର ଝିଅ । ଭାଇର ଅଳି ଅର୍ଦଳିକୁ ସହି ମା ଭଳି ସ୍ନେହ ଦେଉଛି ଏହି ୭ ବର୍ଷର ନାବାଳିକା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ…

୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର : ୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସିଛି ଏଭଳି ଖବର । ୨କେଜିରୁ ଅଧିକ ଟଙ୍କାର ବ୍ରାଉନସୁଗାର ନେଇ ଯାଉଥିବାବେଳେ ୩ଜଣଙ୍କୁ ଗିରଫ କଲା ଏସଟିଏଫ୍ । ଗ୍ରାହାକ ବେଶରେ ଯାଇ ଧରିବାରେ ସଫଳ ହୋଇଛନ୍ତି ଏସସିଏଫ୍ କର୍ମଚାରୀ । ୩ଜଣ…