Odia News Portal
Browsing Tag

baragada

ମହିଳାଙ୍କୁ ଖରାପ ବ୍ୟବହାର ଦେଖାଇଲେ ମଦୁଆ ଅଫିସର

ବରଗଡ଼: ମଦୁଅ ଅଫିସରଙ୍କ ଉନ୍ମତ୍ତ କାଣ୍ଡ । ନିଶାରେ ଭୁଲିଗଲେ ହିତାହିତ ଜ୍ଞାନ । ମହିଳାଙ୍କ ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ବିଜେପୁର ବିଡିଓଙ୍କୁ ଅଭିଯୋଗ ଜଣାଇବା ଲାଗି ଯାଇଥିବା ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାଙ୍କୁ ୬ ଘଣ୍ଟା ଧରି ଗୋଟିଏ ଘରେ ବନ୍ଦ ରଖିଥିଲେ…

ବରଗଡ଼ରେ ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବରଗଡ଼ର ବିଜେପୁରଠାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏଥିସହ ୨୯୮କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ରାଜ୍ୟସଭା…

ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବରଗଡ: ବରଗଡ ଜିଲ୍ଲା ଘେଁସ ରେଞ୍ଜ୍‌ରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିଲା ବେଳେ କ୍ରାଇମବ୍ରାଂଚ୍ ଏସଟିଏଫ ଓ ବନବିଭାଗର ମିଳିତ ଚଢାଉ ହୋଇଥିଲା । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି ।

ଆଜି ୮ ଘଣ୍ଟିଆ ବରଗଡ଼ ବନ୍ଦ

ବରଗଡ଼: ଆଜି ୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦେଇଛି ବିଜେପି । ବହଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା ଦିଆଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ସହ ଘଟଣାର ତଦନ୍ତ ଠିକଭାବେ କରିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେପି କର୍ମୀ । ଆଜି ସକାଳୁ ବିଜେପି ଜିଲ୍ଲା…

ସୁଅରେ ଭାସିଲେ ବାଇକ ଆରୋହୀ

ବରଗଡ଼: ଲଗାଣ ବର୍ଷାରେ ବେହାଲ ହୋଇଛି ରାଜ୍ୟ । ସବୁଆଡେ ଖାଲି ପାଣି ପାଣି । ନଦୀଗୁଡ଼ିକରେ ଜଳସ୍ତର ବଢ଼ିଯାଇଛି । ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜୀରା ନଦୀ ପାଣି ସୁଅରେ ଭାସିଲେ ବାଇକ ଆରୋହୀ । ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ କରୁଥିବା ବେଳେ ଜିରା ନଦୀ ଉପରେ…

ଭିଜିଲାନ୍ସ ପଞ୍ଝାରେ ବନପାଳ

ବରଗଡ଼: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ବନପାଳ ସୁଶାନ୍ତ ଦାଶଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଡିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଟିମ୍ ଚଢ଼ାଉ କରି…

ବରଗଡ଼ରେ ହେବ କ୍ୟାନସର ହସ୍ପିଟାଲ

ବରଗଡ଼: ବରଗଡରେ ନିର୍ମାଣ ହେବ କ୍ୟାନସର ହସ୍ପିଟାଲ । ଏହି ହସ୍ପିଟାଲ ନିର୍ମାଇ ପାଇଁ ୯୦ କୋଟି ୨୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ଟଙ୍କାରେ କେବଳ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ପାଞ୍ଚ ମହଲା ବିଶିଷ୍ଠ ମେକାଠା ନିର୍ମାଣ ହେବ । ଏହି କୋଠରିର ତଳ ମହଲାରେ ରେଡିଏସନ ଥେରାପି…

ସିନିୟର କ୍ୟାଡର ମାଓବାଦୀ ନିହତ

ଭୁବନେଶ୍ୱର: ଏସଓଜିର ଓଡ଼ିଶା ପୋଲିସର ମିଳିତ ଅପରେସନ ହୋଇଥିଲା । ପୋଲିସ ମାଓବାଦୀ ଗୁଳି ବିନିମୟ ବେଳେ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ତେବେ ମୃତ ମାଓନେତାଙ୍କ ପରିଚୟ ମିଳିପାରି ନାହିଁ । ବରଗଡ଼ ଜିଲ୍ଲା ପଦମପୁର ମାଓ କ୍ୟାଡରର ସିନିୟର ମାଓବାଦୀ ନିହତ । ଭଞ୍ଜଗୁଣ୍ଡା…

ବରଗଡରେ ମାଗଣାରେ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା

ଭୁବନେଶ୍ୱର() ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବରଗଡର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୩୦ ଶଯ୍ୟା ବିଶିଷ୍ଟ URBAN CHC  କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହିତ ରୋଗୀମାନେ ଯେପରି ସୁବିଧାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…