Odia News Portal

ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବରଗଡ: ବରଗଡ ଜିଲ୍ଲା ଘେଁସ ରେଞ୍ଜ୍‌ରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିଲା ବେଳେ କ୍ରାଇମବ୍ରାଂଚ୍ ଏସଟିଏଫ ଓ ବନବିଭାଗର ମିଳିତ ଚଢାଉ ହୋଇଥିଲା । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି ।