Odia News Portal
Browsing Tag

berhumpur

ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ୬ ଅନ୍ତେବାସୀ

ବ୍ରହ୍ମପୁର : ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ଅନ୍ତେବାସୀ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସରୁ ୬ଜଣ ଅନ୍ତେବାସୀ ଫେରାର ହୋଇଯାଇଛନ୍ତି । ରବିବାର ରାତିରେ ସେଠାରେ କାର୍ଯ୍ୟରତ ରାତ୍ର ଜଗୁଆଳୀଙ୍କୁ ମାଡ ମାରି…

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଥମିବାର ନାଁ ଧରୁନି ଲଜ୍ଜା । ପୁଣି ଜଣେ ନାବାଳିକା ହୋଇଛନ୍ତି ଦୁଷ୍କର୍ମର ଶିକାର । ୫ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ନରରାକ୍ଷସ । ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ପିଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ…

ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ହତ୍ୟା ମାମଲା, ୬ ଗିରଫ

ବ୍ରହ୍ମପୁର: ଅନନ୍ତେଇ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସକୁ ସଫଳତା । ୬ ଜଣ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ହତ୍ୟାରେ ବ୍ୟବହୃତ ୩ଟି ଖଣ୍ଡା ଜବତ କରିଛି ପୋଲିସ । ଗୋଟିଏ ଖଣ୍ଡା ଘଟଣାସ୍ଥଳରୁ ମିଳିଥିବା ବେଳେ ଆଉ ୨ଟି ଖଣ୍ଡା ପୋଖରିରୁ ଜବତ କରିଛି…

କେବେ କମିବ ପରିବା ଦର

ଭୁବନେଶ୍ୱର: କାର୍ତ୍ତିକରେ କନ୍ଦଉଛି ପରିବାର । ଉପାନ୍ତରୁ ଉପକୂଳ ସବୁଠି ପରିବା ଦର ଆକାଶଛୁଅାଁ । ବ୍ରହ୍ମପୁର ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍ ପରିବା ଦର ବାଇଗଣ କିଲୋ ୫୦ ଟଙ୍କା ରହିଥିବା ବେଳେ ଟମାଟୋ ୮୦, ଦେଶୀ କଟକି ପୋଟଳ ୬୦, ହାୱାଡା ପୋଟଳ ୫୦, ତୋରଡ଼ା ୫୦, ବିନ୍ସ ୧୦୦, ଫୁଲକୋବି ଶହେ,…

ପୂର୍ବତନ ସରପଞ୍ଚଙ୍କୁ ମାରିଦେଲେ

ବ୍ରହ୍ମପୁର: ସହର ଉପକଣ୍ଠ ବନ୍ଥପଲ୍ଲୀର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା କରାଯାଇଛି । ଆଜି ସକାଳେ ତାଙ୍କୁ ବଡବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଛକରେ ହତ୍ୟା କରାଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଖବର ଦେଲା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।…

ପ୍ରତିବାଦ ନାଁରେ ମୁଣ୍ଡ ଫଟେଇଲେ, ୩୨ ବିଜେପି ନେତାଙ୍କ ବିରୋଧରେ ଏତଲା

ବ୍ରହ୍ମପୁର: ପ୍ରତିବାଦ ଛଳରେ ଗୁଣ୍ଡାଗାଜ । ବଢ଼ିଛି ବିଜେପି କର୍ମୀଙ୍କ ଗୁଣ୍ଡରାଜ । ମମିତା ମେହେର ହତ୍ୟା ଘଟଣାରେ ପ୍ରତିବାଦ କରିବା ଲାଗି ଆସିଥିବା ବିଜେପି କର୍ମୀଙ୍କ ଗୁଣ୍ଡାରାଜକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗଞ୍ଜାମ ଜିଲ୍ଲା ବିଜେପି ଗତ ୨୮ ତାରିଖରେ ବ୍ରହ୍ମପୁର ଏସପି ଅଫିସ୍ ଘେରାଉ…

ବନ୍ଧାହେଲା କୋଟିପତି ଗଞ୍ଜେଇ ବେପାରୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା। ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକ ନାମକ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ଜବତ ହୋଇଛି ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ। ତେବେ ଉକ୍ତ ଘରୁ ପୋଲିସ ନଗଦ ୭୫ ଲକ୍ଷ ୯ ହଜାର…

କଣ୍ଢେଇଯାତ୍ରାର ଟିମକୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ଗଞ୍ଜାମ: ବ୍ରହ୍ମପୁର ସହରର ପ୍ରାଚୀନ ଏବଂ ସଂସ୍କୃତି ସମ୍ପର୍ଣ୍ଣ  ପରମ୍ପରା କଣ୍ଢେଇ ଯାତ୍ରା। ଆଜକୁ କେଉଁ ଆଵହମାନ କାଳରୁ ଚାଲି ଆସୁଛି ଏହି ପରମ୍ପରା।ଏହାକୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟର୍ନେସନାଲ ଟୁରିଜମ ଫିଲ୍ମ ଫେଷ୍ଟିବଲରେ ପ୍ରଦର୍ଶିତ କରି…

ପୁଣି ଜବତ ହେଲା ୫୦୦ କେଜି ଗଞ୍ଜେଇ

ବ୍ରହ୍ମପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ଉପାନ୍ତରୁ ଉପକୂଳ ସବୁଠି ଲମ୍ବିଛି ଚେର । ତେବେ ଆଜି ପୁଣିଥରେ ଜବତ ହୋଇଛି ୫୦୦ ଶହ କେଜି ଗଞ୍ଜେଇ । ଆଳୁ ବୋଝେଇ ଟ୍ରକ୍ (ଏମ୍ଏଚ୍୧୮ବିଜି-୨୩୪୨)ର ସିକ୍ରେଟ୍ ଚ୍ୟାମ୍ବରରେ ଲୁଚାଇ ଗଞ୍ଜେଇ ଚାଲାଣ ବେଳେ ଧରାପଡିଛି। ଆଜି ବ୍ରହ୍ମପୁର…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଶହେ ବର୍ଷର କୋଠା

ବ୍ରହ୍ମପୁର: ରାଜ୍ୟରେ ବର୍ଷାର ତାଣ୍ଡବ ଜାରି ରହିଛି । କେଉଁଠି ମନ୍ଦିର ଭିତରେ ପାଣି ପଶିଲାଣି ତ ଆଉ କେଉଁଠି ପୋଲ ଭାଙ୍ଗିଲାଣି । ଏହାରି ଭିତରେ ବ୍ରହ୍ମପୁର କାମ୍ପସାହିରେ ଥିବା ଆନ୍ଧ୍ରମହିଳା ସମାବେଶର ପୂରାତନ ପାଠାଗାରର କୋଠାଟି ଲଗାଣ ବର୍ଷାରେ ଭୁଷୁଡି ପଡ଼ିଛି । ଫଳରେ ପାଠାଗାରରେ ଥିବା…