Odia News Portal
Browsing Tag

berhumpur

ଘର ଉପରେ ମାଡ଼ିଗଲା ଟ୍ରକ

ବ୍ରହ୍ମପୁର: ଲାଞ୍ଜିଆ ଗୋପାଳ ସମାଜ ସଭା ଗୃହ ସମ୍ମୁଖରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ରାସ୍ତା କଡ଼ ଘର ଉପରକୁ ମାଡି ଯାଇଛି ଟ୍ରକ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଉଭୟ ଘର ଲୋକେ । ଦୁଇ ଟ୍ରକ ଧକ୍କା ବେଳେ ରାସ୍ତା କଡରେ ଥିବା ଏକ ଡାଲା…

ସ୍ତ୍ରୀ ଓ ପୁଅକୁ ମାରିଦେଲା ଆଉ ନିଜେ ମରିଗଲା

ବ୍ରହ୍ମପୁର: ଅମାନୁଷିକ, ଅମାନବୀୟ ଓ ଅଭାବନୀୟ । ନିଜ ସ୍ତ୍ରୀ ଓ ୧୦ ମାସର ପୁଅକୁ ଅମାନୁଷିକ ଭାବେ ମାରିଦେଲା ବାପା । ପାରିବାରିକ କହଳରୁ ଏଭଳି ଅମାନବୀୟ କାଣ୍ଡ ଭିଆଇଥିବା ପରିବାର ଲୋକେ କହିଛନ୍ତି । ବ୍ରହ୍ମପୁର ଚମାଖଣ୍ଡି ଥାନା କୋଟବଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ…

ବ୍ରହ୍ମପୁର ଟଙ୍କା ଲୁଟ୍ ଘଟଣାରେ ଡ୍ରାଇଭର ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ଡ୍ରାଇଭର ରଚିଥିଲା ସାଙ୍ଘାତିକ ଷଡଯନ୍ତ୍ର । ଲୁଟ୍ କରିବା ଲାଗି କରିଥିଲା ଭିନୟ । ବଡବଜାର ଆସ୍କା ରୋଡ୍ ସ୍ଥିତ ଏକ ବ୍ୟାଙ୍କ୍ ସାମନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଓ ଲୁଟ୍ର ପର୍ଦ୍ଦାଫାସ କରିଛି ପୋଲିସ । ଟଙ୍କା ଲୋଡିଂ ଭ୍ୟାନର ଡ୍ରାଇଭର ଆଶିଷ ଦିଗାଲ ହିଁ ଘଟଣାର…

୮ ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ

ବ୍ରହ୍ମପୁର: ବହୁଚର୍ଚ୍ଚିତ ଶାନ୍ତିମିଶ୍ର ହାତ୍ୟାକାଣ୍ଡର ଆଉ ଏକ ଅଭିଯୁକ୍ତ କଣା ସତ୍ୟ ଗିରଫ ହୋଇଥିବା ଘଟଣା । ଦୀର୍ଘ 8 ବର୍ଷ ପରେ ପୋଲିସକୁ ମିଳିଛି ବଡ ସଫଳତା ।ଲାଞ୍ଜିପଲୀ ଅଞ୍ଚଳର କୁଖ୍ୟାତ ଅପରାଧୀ ଶାନ୍ତିମିଶ୍ର ହତ୍ୟା ଘଟଣା ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚଲଣା ଗୋଶାଣୀନୁଆଗାଁ…

କୋଭିଡ୍ କେୟାରରେ ପ୍ରେମ, ବନ୍ଧାହେଲା ପ୍ରେମିକ

ବ୍ରହ୍ମପୁର: କୋଭିଡ ରୋଗୀଙ୍କ ସେବାରେ ନିୟୋଜିତ ଥିବା ଆଟେଣ୍ଡାଷ୍ଟଙ୍କ ମଧ୍ୟରେ ଗଢ଼ି ଉଠିଥିଲା । ପ୍ରେମିକ ଜଣକ ନାବାଳକ ହୋଇଥିବା ବେଳେ ପ୍ରେମିକାଙ୍କ ବୟସ ୧୯ । ଉଭୟ ଏଠାଠି ରହୁଥିବା ବେଳେ ରଖୁ୍‌ଥିଲେ ଅନୈତିକ ସମ୍ପର୍କ । କେବଳ ଶାରିରୀକ ସୁଖ ଲାଗି ଏକାଠି ରହୁଥିବା କଥା ଜାଣିବା ପରେ…

ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିଲିନ କ୍ରୀଷ୍ଣା

ଗଞ୍ଜାମ: ଶନିବାର ବ୍ରହ୍ମପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିଲିନ କ୍ରୀଷ୍ଣା । ବିଭିନ୍ନ କ୍ରୀଡା ଭିତ୍ତିକ ପ୍ରକଳ୍ପର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି । ଛତ୍ରପୁରରେ ପ୍ରସ୍ତାବିତ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତେବେ ପ୍ରଥମେ ସେ ବ୍ରହ୍ମପୁର…

ଅମ୍ରିତଙ୍କ ଚିକିତ୍ସା ଲାଗି ଖର୍ଚ୍ଚହେବ ୨କୋଟି

ଭୁବନେଶ୍ୱର: ବ୍ରହ୍ମପୁରର ଯୁବକ ଅମ୍ରିତଙ୍କ ଚିକିତ୍ସାରେ ଖର୍ଚ୍ଚ ହେବ ୨ କୋଟି ଟଙ୍କା । ତେବେ ଅମ୍ରିତଙ୍କୁ ଚିକତ୍ସା ଲାଗି ସହଯୋଗ ସୁଅ ଛୁଟିବାରେ ଲାଗିଛି । ୮୦ ଲକ୍ଷ ଟଙ୍କା ଏଯାବତ ଆସିଥିବା ସୂଚନା ଦେଇଛନ୍ତି ତାଙ୍କ ଭଉଣୀ । ତେବେ ଆଗାମୀଦିନରେ ଏଭଳି ସହଯୋଗ କରିବା ସହ ତାଙ୍କ ଭାଇଙ୍କ…