Odia News Portal
Browsing Tag

Bhadrak

ଜାଣନ୍ତୁ ଭଦ୍ରକରେ କେମିତି ରହିଛି ଭାରତ ବନ୍ଦର ପ୍ରଭାବ

ଭଦ୍ରକ: କୃଷି ଆଇନ ଓ ବିଦ୍ୟୁତ ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହ କ୍ରମରେ ଭଦ୍ରକରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଯାହାର ପ୍ରଭାବ ଜିଲ୍ଲାରେ ପରିଲକ୍ଷିତ ହୋଇଛି । ଜିଲ୍ଲାର…

ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅରିନ୍ଦମ ଦାସଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳି

ଭଦ୍ରକ: ସାହାସୀ, ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଓଡ଼ିଶା ସମ୍ବାଦ ଜଗତ । ସାହସିକତା ସହିତ ନିଜ କର୍ତ୍ତବ୍ୟ ସମୟରେ ଆଖି ବୁଜିଥିଲେ ଅରିନ୍ଦମ । ତାଙ୍କ ମୃତ୍ୟୁ ଖବର ଯିଏ ଶୁଣୁଛି ତା ଆଖିରୁ ଦି ଟୋପା ଲୁହ ଝରି ଆସୁଛି । ତାଙ୍କର ଏଭଳି ଅକାଳ ସାରା…

ବ୍ରାଉନସୁଗର ଜବତ, ୨ଗିରଫ

ଭଦ୍ରକ: ଭଦ୍ରକ ପୁରୁଣାବଜାର ପୁଲିସ ୧୨୨ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ୨ ଜଣ ବେପାରୀରୁ ଗିରଫ କରିଛି। ପୁରୁଣା ବଜାର ପୁଲିସ ପକ୍ଷରୁ ଚେକିଂ ସମୟରେ ଭଦ୍ରକ – ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରୁ ଉକ୍ତ ବ୍ରାଉନସୁଗର ବେପାରୀମାନେ ଧରାପଡ଼ିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ପୁଡ଼ିଆ…

ଭିଜିଲାନ୍ସ ପଞ୍ଝାରେ ତିହିଡ଼ି ବ୍ଲକ କିରାଣୀ

ଭଦ୍ରକ: ଭିଜିଲାନ୍ସ ଜାଲରେ ତିହିଡ଼ି ବ୍ଳକ୍ କିରାଣୀ । ପ୍ରଭାକର ପ୍ରଧାନଙ୍କ ଅଫିସ ଓ ଘରେ ଚାଲିଛି ଭିଜିଲାନ୍ସ ରେଡ଼ । ଭିଜିଲାନ୍ସର ଗୋଟିଏ ଟିମ୍ ତିହିଡ଼ି ବ୍ଲକ୍ରେ ଚଡ଼ାଉ କରୁଥିବାବେଳେ ଅନ୍ୟ ଟିମ୍ଟି ବାଲେଶ୍ୱର ନିଳିଆବାଗ ସ୍ଥିତ ପ୍ରଭାକରଙ୍କ ଘରେ ଯାଞ୍ଚ ଚଳାଇଛି । କିରାଣୀ ପ୍ରଭାକର…

ଆଖଣ୍ଡଳମଣୀ ମନ୍ଦିରର ଗର୍ଭଗୃହରେ ଆଣଣ୍ଠୁଏ ପାଣି

ଭଦ୍ରକ: ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା । ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ଆଖଣ୍ଡଳମଣୀଙ୍କ ମନ୍ଦିରରେ ପାଣି । ଗର୍ଭଗୃହରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷା ଜଳ। ଗର୍ଭଗୃହରେ ବର୍ଷା ପାଣି ପଶିଯାଇଥିବା କାରଣରୁ ମଣି ବାବାଙ୍କ ବିଗ୍ରହର ଅର୍ଦ୍ଧାଧିକ ଭାଗ ପାଣିରେ ବୁଡ଼ିଯାଇଛି। ସେପଟେ…

ବନ୍ଧାହେଲେ ଲୁଟେରା

ଭଦ୍ରକ: ହାଇୱେରୁ ଲୁଟୁଥିବା ୩ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମିଲିଥିବା ସୂଚନା ଅନୁଯାୟୀ, ଚଳନ୍ତା ଟ୍ରକରୁ ଡ୍ରାଇଭରମାନଙ୍କ ନିକଟରୁ ଟଙ୍କା ଓ ମୋବାଇଲ ଲୁଟ କରୁଥିଲେ ଏହି ଲୁଟେରା । ଜାତୀୟ…

ଦୀର୍ଘ ୪ ମାସପରେ ଖୋଲିଲା ଆରଡ଼ି ଆଖଣ୍ଡଳମଣିଙ୍କ ପୀଠ

ଭଦ୍ରକ: ଜିଲ୍ଲା ପ୍ରତ୍ୟକ୍ଷ ଠାକୁର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆଜି ଖୋଲିଛି । ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିଛି ମନ୍ଦିର । ସକାଳୁ ବାବାଙ୍କ ଦର୍ଶନ ଲାଗି ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି । କରୋନା କଟକଣାକୁ ମାନି ଭକ୍ତମାନେ ଦର୍ଶନ କରିଛନ୍ତି । ଦୀର୍ଘ ୪ ମାସ ପରେ ମନ୍ଦିର…

ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର ଦୁର୍ଘଟଣା

ଭଦ୍ରକ: ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର ଦୁର୍ଘଟଣାସ୍ତ । ୧୬ ନମ୍ବର ଜାତୀୟ ରାଜପଥର ଜାରକା ନିକଟରେ ବିଧାୟଙ୍କ କାର ଦୁର୍ଘଟଣା ଘଟିଛି । ବିଧାୟକଙ୍କ କାରକୁ ଧକ୍କା ଦେଇଛି ଟ୍ରକ । ଭୁବନେଶ୍ୱରରୁ ନିଜ ନିର୍ବାଚନୀ ମଣ୍ଡଳୀ ଭଦ୍ରକକୁ ଫେରୁଥିବା ବେଳେ ଜାରକା ନିକଟରେ ଦୁର୍ଘଟଣା ଘଟିଛି…

ଟ୍ରେନ ବଗି ଲାଇନଚ୍ୟୁତ

ଭଦ୍ରକ: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଭଦ୍ରକ ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି । ୧୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ଭଦ୍ରକ ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି…

ଭଦ୍ରକ ସ୍ୱଂୟ ଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟିଲେ ପୁରାତନ ଛାତ୍ର ସଂସଦର ପ୍ରତିନିଧି ମଣ୍ଡଳୀ

ଭଦ୍ରକ: ଆସନ୍ତାବର୍ଷ ହେବାକୁ ଯାଉଛି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲି । ତେବେ କିଭଳି ଭାବରେ ଏହାକୁ ପାଳନ କରାଯିବ ଏନେଇ ଆଲୋଚନା କରିବାକୁ କଲେଜର ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ପୁରାତନ ଛାତ୍ର ସଂସଦର ପ୍ରତିନିଧି ମଣ୍ଡଳୀ । ତେବେ ଡାଇମଣ୍ଡ ଜୁବୁଲି ଅବସରରେ କିଭଳି ରାଜ୍ୟ…