Odia News Portal
Browsing Tag

Bhadrak

ଜମି ବିବାଦରୁ ତେଣ୍ଟା ମାଡ଼, ୨ ଗୁରୁତର

ଭଦ୍ରକ : ଜମି ବାଡିକୁ କେନ୍ଦ୍ର କରି ତେଣ୍ଟା ମାଡ଼ରେ ୨ ଯୁବକ ଗୁରୁତର ହୋଇଛନ୍ତି । ଏପରି ଘଟଣା ଭଦ୍ରକ ଜିଲ୍ଲା ନାଇକାଣିଡ଼ିହି ଥାନା କାଶୀପୁର ଗାଁରେ ଘଟିଛି । ଗୁରୁତର ମାନେ ହେଲେ ସେହି ଗାଁର ରଞ୍ଜନ ବେହେରା ଓ ସମୀର ଜେନା। ଆଜି ସକାଳେ ରଞ୍ଜନ ଓ ସମୀରଙ୍କ ଜମି ପାଖରେ ଅପର ପକ୍ଷ ମାଟି…

ଭଦ୍ରକରେ ଇନଡୋର ଷ୍ଟାଡିୟମ ନେଇ ବିଧାୟକଙ୍କ ଜରିଆରେ ୫ଟି ସଚିବ ସହ ଆଲୋଚନା କଲେ କ୍ରିଡ଼ାବିତ

ଭଦ୍ରକ : କ୍ରିଡ଼ା କ୍ଷେତ୍ରରେ ଭଦ୍ରକ ଜିଲ୍ଲାରୁ ବହୁ କ୍ରିଡ଼ାବିତ ସୁନ୍ଦର ଖେଳ ପ୍ରଦର୍ଶନ କରି ରାଜ୍ୟ,ଦେଶ ଓ ଆନ୍ତଜାତୀୟ ସ୍ତରରେ ବହୁ ନାମ ଅର୍ଜନ କରିଛନ୍ତି । ତେବେ କ୍ରିଡ଼ାବିତଙ୍କୁ ଆହୁରି ପ୍ରୋସ୍ତାହିତ କରିବା ସହତ ଜିଲ୍ଲାରେ କ୍ରିଡାଭିତ୍ତିଭୂମୀର ବିକାଶ ପାଇଁ ଏକ ଇନଡୋର ଷେଟାଡିୟମ…

୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭଦ୍ରକ: ଲକଡାଉନରେ ମାତିଛନ୍ତି ନିଶା ମାଫିଆ । ପ୍ରତିଦିନ ଧରା ହେଉଛି ନିଶାଡ଼ି । ତେବେ ଏହାରି ଭିତରେ ଭଦ୍ରକରୁ ଆସିଛି ଏକ ବଡ଼ ଖବର । ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହା ସହ ଦୁଇଜଣଙ୍କୁ ଗିରଫ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଭଦ୍ରକ ମଚେଲ ଛକ ନିକଟରେ ବାଇକରେ…

ହଳଦିଆ କଇଁଛ ଉଦ୍ଧାର

ଭଦ୍ରକ: ଉଦ୍ଧାର ହୋଇଛି ହଳଦୀଆ କଇଁଛ । ଭଦ୍ରକ ଜିଲ୍ଲା କସ୍ତୁରିକଣ ଗାଁର ବୈତରଣୀ ନଦୀରେ ବୋହି ଯାଉଥିବାବେଳେ ଏକ ଯୁବକ ଜଣକ କଇଁଛଟିକୁ ଧରିଥିଲେ । କଇଁଛଟିର ଓଜନ ପ୍ରାୟ ୨କିଲୋରୁ ଅଧିକ ହୋଇଥିବା ଜଣାପଡିଛି । ବାତ୍ୟା ୟସ୍‌ ସମୟରେ ସମୁଦ୍ରରୁ ବିଭିନ୍ନ ନଦୀକୁ ପାଣି ପ୍ରବେଶ କରିଥିଲା, ସେହି…

ବାଇକ୍ ସାଇଡ ମରାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ

ଭଦ୍ରକ: ଝିମିଟି ଖେଳରୁ ମହାଭାରତ ହେବା ଭଳି ସାମାନ୍ୟ କଥାରୁ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ବାଇକ ସାଇଡ ମରାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ କନ୍ଦଳ ହୋଇଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଏହି ଗୋଷ୍ଠୀ କନ୍ଦଳରେ ୫ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ…

ବାହାବେଦୀ ବଦଳରେ ମଶାଣୀ ଗଲା ବର

ଭଦ୍ରକ: ଲଗ୍ନ ସରିଥିଲା । ନିମନ୍ତ୍ରଣ ପତ୍ର ବି ବଂଟା ହୋଇଥିଲା । ଆଜି ବାହା ବେଦୀରେ ବସିଥାନ୍ତା ବର । ଦାଣ୍ଡ ଦୁଆରେ ଯୋଡି ନାଗରା ଆଉ ଶୁଭବିବାହର ଚିତ୍ର ବି ଅଙ୍କା ହୋଇଥିଲା । ହେଲେ ନିମିଶକେ ସବୁ କିଛି ଛାରଖାର କରିଦେଲା କରୋନା । ବାହୁନି କାନ୍ଦୁଛି ମା , ଛାତିର କୋହକୁ ଚାପି ପାରୁନି…

ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷରୁ ବାତ୍ୟା ପିଡ଼ିତାଙ୍କ ପାଇଁ ରିଲିଫ୍ ସହାୟତା

ଭଦ୍ରକ: ମହାମାରୀ କରୋନା କାଳରେ ବାସୁଦେବପୁର ବ୍ଲକର ବାତ୍ୟା ୟାଶ ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ ସହାୟତା ପ୍ରଦାନ । ସାମାଜିକ କାର୍ଯ୍ୟରେ ସର୍ବଦା ନିୟୋଜିତ ଭଦ୍ରକ ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷରୁ ଏହି ରିଲିଫ ସହାୟତା ପ୍ରଦାନ କରାଯାଇଛି । ତେବେ ବାସୁଦେବପୁର…

ରୋଗଶଯ୍ୟାରେ ମେଧାବୀ ଛାତ୍ର, ଚିକିତ୍ସା ସହାୟତା ପାଇଁ ପରିବାରର ଆକୁଳ ନିବେଦନ

ବାସୁଦେବପୁର: ରୋଗଶଯ୍ୟାରେ ପଡିଛି ମେଧାବୀ ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯାହାକୁ ନେଇ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି ପୁରା ପରିବାର । ଭଦ୍ରକ ଜିଲ୍ଲା ବାସୁଦେବପୁର ବଛଦା ଗାଁର ଶରତ ରାଉତଙ୍କ ଏକମାତ୍ର ପୁଅ ସତ୍ୟବ୍ରତ । ବୟସ ମାତ୍ର ୨୨ବର୍ଷ । ୨୦୨୦ ମସିହାରେ…

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ଭଦ୍ରକ ଟାଉନ ଥାନା ଜାନୁଗଞ୍ଜା ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ମିଳିଛି ମୃତ ଦେହ । ମୃତକ ଜଣକ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି । ସୂଚନା ଅନୁସାରେ ୩ ଜଣ ରୁମ୍‌୍‌ମେଟ ସହ ଦୀର୍ଘ ଦିନ ଧରି…

ନିର୍ମାଣ ହୋଇନି ନୂଆ ବ୍ରିଜ, ପୁରୁଣାକୁ ଭାଙ୍ଗି ଦେଲା ପ୍ରଶାସନ

ଭଦ୍ରକ: ନୂଆ ବ୍ରିଜ ନିର୍ମାଣ ପାଇଁ ଭଙ୍ଗା ହେଲା ପୁରୁଣା ବ୍ରିଜ । ଭଦ୍ରକ କୁଆଁସ ସ୍ଥିତ ସାଳନ୍ଦୀ ନଦୀ ଉପରେ ଥିବା ଅର୍ଜୁନ ବ୍ରିଜକୁ ଭଙ୍ଗା ହେବାକୁ ବିତିଗଲାଣି ପ୍ରାୟ ୮ ମାସ । କିନ୍ତୁ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ନୂଆ ବ୍ରିଜ କାମ । ବ୍ରିଜ ଭାଙ୍ଗିିବାର ଆବଶ୍ୟକ ନଥାଇ ମଧ୍ୟ ରାତା ରାତି…