Odia News Portal
Browsing Tag

bjd

ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଟିମ୍, ଗ୍ରାଉଣ୍ଡ ସ୍ଥିତି ପରଖିବା ପରେ ସଭାପତି ନେବେ ପ୍ରାର୍ଥୀ ଚୟନ…

ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଏକ ବଡ ଟିମ୍ । ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଗ୍ରାଉଣ୍ଡରେ ସ୍ଥିତି ପରଖିବେ ବିଜେଡିର ବରିଷ୍ଠ ନେତା । ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଟୁକୁନି ସାହୁ ପ୍ରମୁଖ ନୂଆପଡ଼ା ଗସ୍ତରେ…

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ, ବ୍ୟାରିକେଡ ଭାଙ୍ଗିଲେ କର୍ମୀ

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ ବ୍ୟାରିକେଡ…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା

ବିଜେଡି‌ରେ ପୁଣି ହଟଚମଟ। ବିଜେଡିରୁ ଇସ୍ତଫା ଦେଲେ ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା। ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗଠନ…

ଛତ୍ରଭଙ୍ଗ ଦେଲେଣି ବିଜେଡିର ସାତ ମୁଣ୍ଡିଆଳ: ସବୁ ଏକାଠି ଥିଲେ, ଏବେ କେହି କାହା ମୁହଁ କୁ  ଚାହୁଁନାହାନ୍ତି

କ୍ଷମତାରୁ ଗଲା ପରେ ବିଜେଡି ଆଭ୍ୟନ୍ତରୀଣ ରାଜନୀତି ଅଧିକ ଚର୍ଚ୍ଚାରେ ରହୁଛି। ସୁପରିଚାଳନା ପାଇଁ ଆଗକୁ ଆସିଥିବା ସପ୍ତରଥୀଙ୍କ ମଧ୍ୟରେ ଫାଟ ଏବେ ଦଳର ପରିଚାଳନାରେ ବଡ଼ ବିଭ୍ରାଟ ସୃଷ୍ଟି କରିଛି। ସବୁ ଚର୍ଚ୍ଚାରୁ ଏହି ଚର୍ଚ୍ଚା ବଳିଗଲାଣି। ବିଜେଡିରେ ଯୁବ-ଛାତ୍ର ସଭାପତି ନିଯୁକ୍ତି ନେଇ…

ପଦାରେ ପଡ଼ିଲା ଖୋର୍ଦ୍ଧା ବିଜେପିର ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଜିଲ୍ଲାରେ ବିଜେପିର ଗୋଷ୍ଠି କନ୍ଦଳ ଏବେ ଡାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ବୋଲଗଡ଼ ବେଗୁନିଆର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରେ ଚାଲୁଥିବା ଶୀତଳ ଯୁଦ୍ଧ ଚରମ ସୀମାରେ ପହଞ୍ଚଛି । ପ୍ରକାଶ ରଣବିଜୁଳିଙ୍କ ଗାଡ଼ିକୁ…

ବିଜେଡ଼ିକୁ ପୁରିଲା ୨୮ ବର୍ଷ, ନବୀନ ଦେବେ ଗୁରୁମନ୍ତ୍ର

୨୮ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ରାଜ୍ୟର ବେଶ ପରିଚିତ ଆଂଚଳିକ ଦଳ ହେଉଛି ବିଜେଡ଼ି । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସକ ଦଳ ଭାବରେ ଗାଦି ସମ୍ଭାଳିଥିଲା ବିଜେଡ଼ି । ୨୪ ନିର୍ବାଚନର ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଗୋଟିଏ ଦୃଢ଼ ବିରୋଧି ଦଳ ଭାବରେ ରାଜ୍ୟ ରାଜନୀତିରେ ସକ୍ରିୟ

ପ୍ରଚଣ୍ଡ ତାତିରେ ତୃଷାର୍ତ୍ତଙ୍କୁ ସେବା ଯୋଗାଉଛି ବିଜେଡି

ଗତ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟରେ ରେକର୍ଡ ଭାଙ୍ଗି ଗତ ଏପ୍ରିଲ୍ ମାସ ନିଜକୁ ସବୁଠୁ ତାତିଲା ଏପ୍ରିଲ ପ୍ରମାଣିତ କରିଥିଲା। ଆଉ ଏବେ ତ ପ୍ରଚଣ୍ଡ ରୌଦ୍ରତାପର ମାସ ମେ। ଜଳୁଛି ପୃଥିବୀ, ଚାରିଆଡ଼େ ଉଷ୍ମ ପରିବେଶରେ ସୂର୍ଯ୍ୟଙ୍କ ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ରାଜ୍ୟର

ବିଜେଡିରୁ ଦୁଇ ନେତା ସସ୍‌ପେଣ୍ଡ

ଦଳ ବିରୋଧୀ କାମ ପାଇଁ ଦୁଇ BJD ନେତା ସସ୍‌ପେଣ୍ଡ ‌ହୋଇଛନ୍ତି । ପାରଳାଖେମୁଣ୍ଡି ଟାଉନ ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଓ ଗଜପତି ଜିଲ୍ଲା ବିଜେଡି ଉପସଭାପତି କେ. ଆପ୍ପାରାଓ ସସ୍‌ପେଣ୍ଡ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସସ୍‌ପେଣ୍ଡ

ବିବେକ ରେଡ୍ଡୀ ବିଜେଡ଼ିର ଡେପୁଟି ମେୟର ପ୍ରାର୍ଥୀ:ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ବିଜେଡ଼ି ଇ. ବିବେକ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ବିବେକ ରେଡ୍ଡୀ ହେଉଛନ୍ତି ୪୨ ନମ୍ବର ଓ୍ବାର୍ଡର କର୍ପୋରେଟର ।

ବିଜେଡିରେ ମିଶିଲେ ଖୋର୍ଦ୍ଧା ପୋୖର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର

ବିଜେଡିର ମିଶ୍ରଣ ପର୍ବ। ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି ଖୋର୍ଦ୍ଧା ପୋୖର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର । ସାଂସଦ ମୁନା ଖାଁ,ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଲବନ୍ତରାୟ,ବିଧାୟକ ଜିତୁ ମିତ୍ରଙ୍କ ଉପସ୍ଥିତିରେ ସେମାନେ ସାମିଲ ବିଜେଡିରେ