Odia News Portal
Browsing Tag

bjd

ବିଜେଡିର ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା : ସୁପ୍ରିମୋ ନବୀନଙ୍କୁ ଶ୍ରେୟ ଦେଲା ଦଳ

ପଞ୍ଚାୟତ ନିର୍ବାଚନରେ ବିଜେଡିର ମହିଳା ପ୍ରାର୍ଥୀଙ୍କ ସଫଳତା । ୭୦ ପ୍ରତିଶତ ମହିଳା ପ୍ରାର୍ଥୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ୮୦ ପ୍ରତିଶତରୁ ଅଧିକ ଆସନ ବିଜେଡି ଜିତିଛି । ଏହା BJD ର ଏକ ଐତିହାସିକ ବିଜୟ । ଏହାକୁ ହିଁ ପରିବର୍ତ୍ତନ…

ନିରାଡ଼ମ୍ବର ପାଳନ ହେବ ବିଜୁ ବାବୁଙ୍କ ୧୦୬ତମ ଜନ୍ମ ଜୟନ୍ତୀ

ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ । ଏନେଇ ଦଳୀୟ ବିଧାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତି ନିର୍ବାଚନ…

ବିପୁଳ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ହାସଲ କରିଛି ଶାସକ ବିଜେଡି । ନିର୍ବାଚନରେ ଜିତିଥିବା ସବୁ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଅତୁଟ ବିଶ୍ୱାସ ରଖି ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ…

୬୨୦ ଜିଲ୍ଲା ପରିଷଦରୁ ୫୫୪ରେ ଆଗୁଆ ବିଜେଡି

ପଞ୍ଚାୟତ ଭୋଟ୍‌ରେ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ଇତିହାସ ଲେଖିବାକୁ ଯାଉଛି ଶାସକ ଦଳ । ଆଜି ଭୋଟ୍‌ ଗଣତିର ଦ୍ୱିତୀୟ ଦିନ । ୮୫୩ ଜିଲ୍ଲା ପରିଷଦ ଜୋନରୁ ୬୨୦ରେ ଗଣତି ଚାଲିଛି କିମ୍ବା ସରିଗଲାଣି । ସେଥିରୁ ୫୫୪ଟିରେ (୮୯%) ବିଜେଡି ଆଗୁଆ ରହିଛି । କଂଗ୍ରେସ ୨୯ଟିରେ ବିଜୟ ଲାଭ…

ବିଜେଡିରେ ଯୋଗଦେଲେ ୨୦୦ ବିଜେପି କର୍ମୀ

ପୌର ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି ସହର ରାଜନୀତି । ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ । ବିଜେଡିର ଲୋକପ୍ରିୟତାକୁ ପୁଞ୍ଜି କରି ଅନେକ ଆଶାୟୀ ଟିକେଟ ପାଇବାକୁ ଥିବାବେଳେ ବର୍ତ୍ତମାନ ଅନେକ ନେତା ବିଜେଡିରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବିଜେପି ଛାଡି ବିଜେଡିରେ…

ପଞ୍ଚାୟତ ଫଳାଫଳ ଟ୍ରେଣ୍ଡରେ ବିଜେଡି

ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ଦିନ ୧୧ଟା ସୁଦ୍ଧା ୨୪୬ ଜିଲ୍ଲା ପରିଷଦ ଜୋନର…

ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇଛନ୍ତି ବିଜେଡି…

ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କଲା ବିଜେପି

ଭଦ୍ରକ: ଭଦ୍ରକରେ ସବୁ ସୀମା ଟପିଗଲେ ବିଜେପି କର୍ମୀ । ରାଜନୈତିକ ଆକ୍ରୋଶରୁ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ବିଜେପି କର୍ମୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ…

ନିର୍ବାଚନ ପୂର୍ବରୁ ବିଜେପିର ଗୁଣ୍ଡାଗର୍ଦ୍ଦି

ଅନୁଗୁଳ: ନିର୍ବାଚନ ପୂର୍ବରୁ ବିଜେପିର ଗୁଣ୍ଡାଗିରି । ଅନୁଗୁଳ ବଅଁରପାଳ ବ୍ଲକରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଇ ପ୍ରଶାନ୍ତ ପ୍ରଧାନକୁ ବିଜେପି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୨୫ ନମ୍ବର ଜୋନର ବଡକେରଜାଙ୍ଗ ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟାଙ୍କ ସ୍ୱାମୀ…

ବିଜେଡିରେ ମିଶିଲେ ବିଜେପି ଜିଲ୍ଲାପରିଷଦ ଅଧ୍ୟକ୍ଷା

ଗଜପତିରେ ଭାଙ୍ଗୁଛି ବିଜେପିର ବଳ। ବଢୁଛି ବିଜେଡ଼ିର ବଳ। ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏଭଳି ଏକ ରାଜନୈତିକ ପରିବର୍ତ୍ତନର ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଆଜି ମୋହନାରେ ପୁଣି ବିଜୁ ଜନତା ଦଳର ଏକ ଗଣ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା…