Odia News Portal
Browsing Tag

bjd

ଜେଏମଏମର ଦୁଇ ନେତା ବିଜେଡିରେ ସାମିଲ୍

ଭୁବନେଶ୍ୱର: ପଞ୍ଚାୟତ ଓ ପୌରନିର୍ବାଚନ ପୂର୍ବରୁ ସୁଦୃଢ଼ ହେଉଛି ବିଜେଡ଼ି । ପ୍ରତିଦିନ ବିଜେଡିରେ ସାମିଲ ହେଉଛନ୍ତି ଅନେକ କର୍ମୀ । ତେବେ ଏହି ପରିପ୍ରେକ୍ଷୀରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା –ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେଂବ୍ରମ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସହ

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ଚନ୍ଦ୍ରଶେଖର

ଭୁବନେଶ୍ୱର: କାଲି କଂଗ୍ରେସ ଛାଡ଼ିଥିଲେ । ଆଜି ବିଜେଡିରେ ଯୋଗଦେଲେ । କୋଟପାଡ଼ର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ଆଜି ବିଧିବନ୍ଧଭାବେ ବିଜେଡିରେ ରେ ଯୋଗ ଦେଇଛନ୍ତି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ମାଝି, ସୁବାସ

ଧାରଣାରେ ବିଜେଡି ବିଧାୟକ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ଶେଷ ଦିନରେ ଚାଲିପାରିଲାନି ଗୃହ । ବିରୋଧୀ ଓ ଶାସକ ଦଳହୋଇଛନ୍ତି ମୁହାଁମୁହିଁ । ଆଜି ଗୃହ କାର‌୍ୟ୍ୟ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧୀ । ଗୃହ ଚଳାଇ ନଦେବାକୁ ନେଇ ପ୍ରତିବାଦ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି

ବିଚ୍ ରାସ୍ତାରେ ପିଟିଲେ, ବିଜେଡିରୁ ତଡ଼ା ଖାଇଲେ

ଭୁବନେଶ୍ୱର: ବିଜେଡିରୁ ତଡା ଖାଇଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ଏନଏସି ଆଗରେ ବିଜେପି ନେତାଙ୍କୁ ପିଟିବା ତାଙ୍କ ଲାଗି ମହଙ୍ଗା ପଡିଛି । ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ବାଲୁଗାଁ ବିଜେପି ନଗର ସଭାପତି ନିରଞ୍ଜନ

ଚର୍ଚ୍ଚାରେ ଶ୍ରୀମୟୀ

ଭୁବନେଶ୍ୱର: ଚର୍ଚ୍ଚାରେ ବିଜେଡ଼ି ସାଧାରଣ ସମ୍ପାଦିକା ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଭୁବନେଶ୍ୱର ମହାନଗର ନିଗମର ସେ ମେୟର ହେବେ ବୋଲି ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଚା ଖଟିରୁ ଆରମ୍ଭ କରି ସରକାରୀ ଅଫିସ ସବୁଠି ଏବେ ଶ୍ରୀମୟୀଙ୍କ କଥା ଆଲୋଚନା ହେଉଛି । ନିକଟରେ

ବବିଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଲେ ଶତାଧିକ ବିଜେପି କର୍ମୀ

ଭୁବନେଶ୍ୱର: ବଢୁଛି ବବିଙ୍କ କ୍ରେଜ୍। ପଂଚାୟତ ନିର୍ବାଚନ ପୂର୍ବରୁ ବବିଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ଶତାଧିକ ବିଜେପି କର୍ମୀ। ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରଣବ ପ୍ରକାଶ ଦାସଙ୍କୁ ନିଜର ରାଜନୈତିକ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି ଶତାଧିକ

ରାଜ୍ୟ ସରକାରଙ୍କ ତୃତୀୟ ଲହର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ଏବେବି କରୋନା ସଂକ୍ରମଣ ହାର ଚିନ୍ତାଜନକ ରହିଛି । ଏପଟେ ପୁଣି ତୃତୀୟ ଲହର ଭୟ ବି ବଢିଛି ମାତ୍ର ଏଭଳି ସ୍ଥିତିରେ ରାଜ୍ୟ ସରକାର କରୋନା ମହାମାରୀର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବାରମ୍ବାର ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇ

ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀଙ୍କୁ ଭେଟିଲେ ଗୋପବନ୍ଧୁ

ବ୍ରହ୍ମପୁର: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଗୋପବନ୍ଧୁ ଦାସଙ୍କ ସହ ବ୍ରହ୍ମପୁର ମହାନଗର ବିଜୁ ଯୁବ ଓ ଛାତ୍ର ଜନତା ଦଳ ସୌଜନ୍ୟମୂଳକ ସାକ୍ଷାତ କଲେ। ଏଥିରେ ବ୍ରହ୍ମପୁର ମହାନଗର ଯୁବ ସଭାପତି ଅଜିତ କୁମାର

ବିଜେପିକୁ ଟାର୍ଗେଟ କଲେ ଲେଲିନ୍

ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋତ୍ସାହିତ ହୋଇ ପଡିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ସହିତ ଓଡିଶା ବିଜେପି ପ୍ରତିଦିନ ଗଣମାଧ୍ୟମରେ ତିଷ୍ଠି

ସୁବର୍ଣ୍ଣପୁରରେ ନିର୍ବାଚନ ମଣ୍ଡଳୀସ୍ତରୀୟ ମହିଳା ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର: ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା କର୍ମକର୍ତ୍ତା ସମ୍ମିଳନୀ ଘୋଡ଼ାଘାଟପଡ଼କ୍ଷ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ି ମହିଳା ସଭାପତି ପଦ୍ମିନୀ ବଘାର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ମହିଳା ସମ୍ମିଳନୀ ।ଏଥିରେ ରାଜ୍ୟ