Odia News Portal
Browsing Tag

bjp

ବିଜେଡିରେ ଯୋଗଦେଲେ ୨୦୦ ବିଜେପି କର୍ମୀ

ପୌର ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି ସହର ରାଜନୀତି । ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ । ବିଜେଡିର ଲୋକପ୍ରିୟତାକୁ ପୁଞ୍ଜି କରି ଅନେକ ଆଶାୟୀ ଟିକେଟ ପାଇବାକୁ ଥିବାବେଳେ ବର୍ତ୍ତମାନ ଅନେକ ନେତା ବିଜେଡିରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବିଜେପି ଛାଡି ବିଜେଡିରେ

ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇଛନ୍ତି ବିଜେଡି

ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କଲା ବିଜେପି

ଭଦ୍ରକ: ଭଦ୍ରକରେ ସବୁ ସୀମା ଟପିଗଲେ ବିଜେପି କର୍ମୀ । ରାଜନୈତିକ ଆକ୍ରୋଶରୁ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ବିଜେପି କର୍ମୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ

ନିର୍ବାଚନ ପୂର୍ବରୁ ବିଜେପିର ଗୁଣ୍ଡାଗର୍ଦ୍ଦି

ଅନୁଗୁଳ: ନିର୍ବାଚନ ପୂର୍ବରୁ ବିଜେପିର ଗୁଣ୍ଡାଗିରି । ଅନୁଗୁଳ ବଅଁରପାଳ ବ୍ଲକରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଇ ପ୍ରଶାନ୍ତ ପ୍ରଧାନକୁ ବିଜେପି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୨୫ ନମ୍ବର ଜୋନର ବଡକେରଜାଙ୍ଗ ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟାଙ୍କ ସ୍ୱାମୀ

ପଶ୍ଚିମବଙ୍ଗରେ ବିଜେପିକୁ ଝଟକା

ପଶ୍ଟିମବଙ୍ଗରେ ପୁଣି ବିଜେପିକୁ ଝଟକା । ବିଜେପି ସାଂସଦ ଅର୍ଜୁନ ସିଂହଙ୍କର ତିନିଜଣ ସହଯୋଗୀ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ତିନିଜଣଙ୍କ ମଧ୍ୟରେ ଭୀଟପୋଡ଼ା ମ୍ୟୁନିସିପାଲ କର୍ପୋରେସନର ଅଧ୍ୟକ୍ଷ ସୌରଭ ସିଂହ ଓ ପୂର୍ବତନ ବିଧାୟକ ସୁନିଲ ସିଂହବି ସାମିଲ ଅଛନ୍ତି

ବିଜେଡିରେ ମିଶିଲେ ବିଜେପି ଜିଲ୍ଲାପରିଷଦ ଅଧ୍ୟକ୍ଷା

ଗଜପତିରେ ଭାଙ୍ଗୁଛି ବିଜେପିର ବଳ। ବଢୁଛି ବିଜେଡ଼ିର ବଳ। ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏଭଳି ଏକ ରାଜନୈତିକ ପରିବର୍ତ୍ତନର ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଆଜି ମୋହନାରେ ପୁଣି ବିଜୁ ଜନତା ଦଳର ଏକ ଗଣ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା

ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ କର୍ମୀ

ଦେବଗଡ: ଦେବଗଡ଼ ର ରିଆମାଳ ବ୍ଲକର ମିଶ୍ରଣ ପର୍ବରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀ ମଧ୍ୟ ଆଜି ଦଳରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲାବେଳେ,

ଜୁଏଲ ଓରାମଙ୍କୁ ତୁରନ୍ତ ଗିରଫ କରାଯାଉ:କଂଗ୍ରେସ

ବିଜେପି ସାଂସଦ ଜୁଏଲ ଓରାମଙ୍କ ବିରୋଧରେ ବଢୁଛି ଅସନ୍ତୋଷ । ମାମଲା ରୁଜୁ ପରେ ବି କାହିଁକି ଗିରଫ ହେଉନାହାନ୍ତି ଜୁଏଲ୍ । ଏନେଇ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ସାଂସଦଙ୍କୁ ଗିରଫ କରିବାକୁ ଦାବି କରିଛି ରାଉରକେଲା କଂଗ୍ରେସ । ଜଣେ ସାଂସଦ ହୋଇ ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର ଘଟଣାକୁ ଦଳ

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଦଫା

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ବଢିଲା ଅଡୁଆ । ସରକାରୀ ଅଧିକାରୀଙ୍କୁ ମାଡ ମାରି ଫସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଯୋଜନା ଓ ଅନୁଧ୍ୟାନ କମିଟିର ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଆସିଷ୍ଟାଣ୍ଡ ଡାଇରେକ୍ଟର

ସମ୍ମାନୀତ ହେବେ ସାଂସଦ

ନିଜ କାର୍ଯ୍ୟଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମିଳିବ ଆଉ ଏକ ସମ୍ମାନ । ଶ୍ରୀ ଶ୍ରୀ ସରସ୍ବତୀ ଦେବୀ ଜୀବନ-ଜ୍ଞାନ-ଗୌରବ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି ଅପରାଜିତା । ତାଙ୍କୁ honorary D.LITT ଉପାଧି ରେ ସମ୍ମାନିତ କରାଯିବ । ଖୁବ୍