Odia News Portal
Browsing Tag

bjp

ସମ୍ମାନୀତ ହେବେ ସାଂସଦ

ନିଜ କାର୍ଯ୍ୟଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମିଳିବ ଆଉ ଏକ ସମ୍ମାନ । ଶ୍ରୀ ଶ୍ରୀ ସରସ୍ବତୀ ଦେବୀ ଜୀବନ-ଜ୍ଞାନ-ଗୌରବ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି ଅପରାଜିତା । ତାଙ୍କୁ honorary D.LITT ଉପାଧି ରେ ସମ୍ମାନିତ କରାଯିବ । ଖୁବ୍

ଗ୍ୟାସ ରାଜନୀତି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଗ୍ୟାସ ସିଲିଣ୍ଡକୁ ନେଇ ଏବେ ଆରମ୍ଭ ହୋଇଛି ରାଜ୍ୟରେ ରାଜନୀତି । ଗ୍ୟାସ ସିଲିଣ୍ଡ ପିଛା ୪୦୦ ଟଙ୍କାର ସବସିଡି ଦେବା ଲାଗି ବିଜେଡି ଦାବି କରିଛି । ଏନେଇ କେନ୍ଦ୍ର ସରକାରଙ୍କ ବିରୋଧରେ

ବିଜେପିରେ ମିଶିଲେ ସଞ୍ଜୀବ ସାହୁ

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ସଞ୍ଜୀବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପରସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଠମଲ୍ଲିକରୁ ୨୦୦୯ ଏବଂ ୨୦୧୪

ଉତ୍ତରାଞ୍ଚଳ ଡିଆଇଜିଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ

ଭୁବନେଶ୍ୱର : ମମିତା ମେହେର ପ୍ରସଙ୍ଗରେ ଉତ୍ତରାଞ୍ଚଳ ଡିଆଜିଙ୍କୁ ବିଜେପିର ଟାର୍ଗେଟ । ଡିଆଇଜି ଦୀପକ କୁମାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର । ଡିଆଜି ଦୀପକ କୁମାର ବିଜେଡିର ମୁଖପାତ୍ର ଭଳି ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ମନ୍ତ୍ରୀ

ବିକ୍ଷୋଭ ବେଳେ ବିଜେପି କର୍ମୀଙ୍କୁ ପାଣିମାଡ଼

ସମ୍ବଲପୁର: ଏଯାବତ ଥମିନି ମମିତା ମେହେରା ହତ୍ୟା ତାତି । ସାରା ରାଜ୍ୟରେ ବିରୋଧୀଙ୍କ ବିକ୍ଷୋଭ ଜାରି ରହିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିରୋଧୀ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ

ଆରମ୍ଭ ହେଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏଇ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ‘ହାଇବ୍ରିଡ୍ ମୋଡ୍’ରେ

୬ରେ ଗଜପତି ବନ୍ଦ ଡାକରା ଦେଲା ବିଜେପି

ଭୁବନେଶ୍ୱର: ମହାଲିଙ୍ଗ ମିଷ୍ଟ୍ରିକୁ ନେଇ ରାଜ୍ୟରେ ଚାଲିଛି ବିକ୍ଷୋଭ । ମମିତା ମେହେରଙ୍କ ହତ୍ୟାରେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ସାରା ରାଜ୍ୟରେ ବିରୋଧୀମାନେ ସ୍ୱର ଉଠାଇଛନ୍ତି । ମମିତାଙ୍କୁ ନ୍ୟାୟ ଦେବା ସହ ମନ୍ତ୍ରୀଙ୍କ ଇସ୍ତଫା ଲାଗି ଅଡ଼ି ବସିଛନ୍ତି ବିରୋଧୀ । ଘନଘନ ପ୍ରେସମିଟ୍

ଆଜି ୮ ଘଣ୍ଟିଆ ବରଗଡ଼ ବନ୍ଦ

ବରଗଡ଼: ଆଜି ୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦେଇଛି ବିଜେପି । ବହଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା ଦିଆଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ସହ ଘଟଣାର ତଦନ୍ତ ଠିକଭାବେ କରିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେପି କର୍ମୀ । ଆଜି ସକାଳୁ ବିଜେପି ଜିଲ୍ଲା

ପ୍ରତିବାଦ ନାଁରେ ମୁଣ୍ଡ ଫଟେଇଲେ, ୩୨ ବିଜେପି ନେତାଙ୍କ ବିରୋଧରେ ଏତଲା

ବ୍ରହ୍ମପୁର: ପ୍ରତିବାଦ ଛଳରେ ଗୁଣ୍ଡାଗାଜ । ବଢ଼ିଛି ବିଜେପି କର୍ମୀଙ୍କ ଗୁଣ୍ଡରାଜ । ମମିତା ମେହେର ହତ୍ୟା ଘଟଣାରେ ପ୍ରତିବାଦ କରିବା ଲାଗି ଆସିଥିବା ବିଜେପି କର୍ମୀଙ୍କ ଗୁଣ୍ଡାରାଜକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗଞ୍ଜାମ ଜିଲ୍ଲା ବିଜେପି ଗତ ୨୮ ତାରିଖରେ ବ୍ରହ୍ମପୁର ଏସପି ଅଫିସ୍ ଘେରାଉ

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡମାଡ଼

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟୋନିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ମୁଣ୍ଡୁଳୀରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଆସୁଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ