Odia News Portal
Browsing Tag

bjp

ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି । କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି । ଓଡ଼ିଶାରୁ ଏହି କମିଟିରେ ୩ ଜଣଙ୍କୁ ସ୍ଥାନ ମିଳିଛି ।

ବିଜେପି ଛାଡ଼ି ଲଣ୍ଡା ହେଲେ ବିଧାୟକ

ତ୍ରିପୁରା: ରାଜନୀତି ଇତିହାସରେ ନୂଆ ଖବର । ବିଜେପି ଛାଡ଼ିଲେ, ଆଉ ଲଣ୍ଡା ହେଲେ ବିଧାୟକ । ବିଜେପିରେ ମିଶି ଭୁଲ ହେଇଗଲା । ବିଜେପି ଦଳକୁ ଛାଡି ଶୁଦ୍ଧି ହେଲେ ବିଧାୟକ। ଦଳ ଛାଡିବା ପୁର୍ବରୁ ପ୍ରଥମେ ଲଣ୍ଡା ହେଲେ ଆଉ ତାପରେ ମନ୍ଦିରରେ ଶୁଦ୍ଧିକରଣ ଯଜ୍ଞ କରି ବିଜେପି ଛାଡିଛନ୍ତି ସୁରମାରୁ

ବିଜେପିରେ ଯୋଗ ଦେଲେ ଇନ୍ଦରଜିତ ସିଂହ

ନୂଆଦିଲ୍ଲୀ: ବିଜେପିରେ ମିଶିଲେ ଦେଶର ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ନାତି ଇନ୍ଦରଜିତ ସିଂହ । ଜେଜେ ଜ୍ଞାନୀ ଜୈଲ ସିଂହଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ବିଜେପିରେ ମିଶିଥିବା କହିଛନ୍ତି । ତେବେ ତାଙ୍କୁ ଦଳକୁ ସ୍ୱାଗତ କରି ବିଜେପିର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ

ବର୍ଷାରେ ବିଜେପି କର୍ମୀଙ୍କ ବିକ୍ଷୋଭ

କଟକ: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତେବେ ଏହି ବର୍ଷାରେ ମଧ୍ୟ ବିଜେପି କର୍ମୀଙ୍କ ପକ୍ଷରୁ ବିକ୍ଷୋଭ କରାଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ବିଜେପି ପ’ରୁ ଏହି ବନ୍ଦ ଡାକରରା ଦିଆଯାଇଛି । ତେବେ ପ୍ରବଳ ବର୍ଷା ହୋଇଥିଲେ ସୁଦ୍ଧା

କିଏ ହେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଚର୍ଚ୍ଚାରେ ଗୁଜୁରାଟ ରାଜୀନତି । ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ କିଏ ସମ୍ଭାଳିବ ପଦବୀ । ତାକୁ ନେଇ ସବୁଠି ଚର୍ଚ୍ଚା । ନୂଆ ନେତା ଚୟନ ନେଇ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବରେ ଗୁଜରାଟରେ

କାଲି ୧୨ ଘଣ୍ଟିଆ କଟକ ବନ୍ଦ

କଟକ: ଆସନ୍ତାକଲି ୧୨ ଘଣ୍ଟା ବନ୍ଦ ରହିବ କଟକ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ କଟକ । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପରେ ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ଏନେଇ

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର: ବିଚ୍ ରାସ୍ତାରେ ପିଟିଲେ, ବିଜେଡିରୁ ତଡ଼ା ଖାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ପରେ ବିଜେପି ପକ୍ଷରୁ ବିଧାୟକଙ୍କ ବିରୋଧରେ ଜାରି ରହିଛି ବିକ୍ଷୋଭ । ଯଦିଓ ବିଜେଡ଼ିରୁ

୧୩ରେ କଟକ ବନ୍ଦ

କଟକ: ଆସନ୍ତା ୧୩ ତାରିଖରେ କଟକ ବନ୍ଦ । ବନ୍ଦ ଡାକରା ଦେଲା କଟକ ନଗର ବିଜେପି । ପାର୍ବଣ ପାଇଁ ସରକାରଙ୍କ ଗାଇଡଲାଇନକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ନଗର ବିଜେପି । ଏନେଇ ସୂଚନା ଦେଇଛନ୍ତି କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବୁଡୁ ।

ରାଜ୍ୟ ସରକାରଙ୍କ ତୃତୀୟ ଲହର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ଏବେବି କରୋନା ସଂକ୍ରମଣ ହାର ଚିନ୍ତାଜନକ ରହିଛି । ଏପଟେ ପୁଣି ତୃତୀୟ ଲହର ଭୟ ବି ବଢିଛି ମାତ୍ର ଏଭଳି ସ୍ଥିତିରେ ରାଜ୍ୟ ସରକାର କରୋନା ମହାମାରୀର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବାରମ୍ବାର ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇ

ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ ବିଜେପି ନେତା

ବଲାଙ୍ଗୀର: ଜିଲ୍ଲାରେ ଚଳିତ ବର୍ଷ ସ୍ଵଳ୍ପ ମୌସୁମି ବର୍ଷା ଯୋଗୁଁ ମରୁଡି ସମସ୍ୟା ଦେଖା ଦେଇଛି । ଏହି କ୍ରମରେ ଚାଷୀ ନିଜ ସବୁ ସମ୍ପତି ଚାଷରେ ଲଗେଇ ମୁଣ୍ଡରେ ହାତ ଦେଇଛି । ଏଣୁ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ