ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛି ବିଜେଡି
ଭୁବନେଶ୍ୱର: ଅସହ୍ୟ ଦରଦାମ ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି । ଲୋକେ ଆଉ ପନିପରିବା କିଣୁନାହାନ୍ତି । ଖାଇବା ତେଲ ସହ ପେଟ୍ରୋଲ ଡିଜେଲ ବି ମହଙ୍ଗା । ଦରଦାମ ବୃଦ୍ଧି ପାଇଁ କେନ୍ଦ୍ରର ଭୁଲ୍ ନୀତିକୁ ଦାୟୀ କରି ଆଜିଠାରୁ ରାସ୍ତାକୁ ଓହ୍ଲାଇଛି ବିଜେଡି । ଦରଦାମ ବୃଦ୍ଧି!-->…
