Odia News Portal
Browsing Tag

bmc

ପହିଲି ରଜରେ ଦୋକାନ ଖୋଲିଥିଲେ, ସିଲ୍ କଲା ବିଏମସି

ଭୁବନେଶ୍ୱର: ପହିଲି ରଜରେ ଲୁଗା ଦୋକାନ ଖୋଲିଥିଲେ । ଭଲ ଦି ପଇସା ପାଇବା ଆଶା ରଖିଥିଲେ ଦୋକାନୀ । ହେଲେ କରୋନା କଟକଣାକୁ ଅମାନ୍ୟ କରିବାରୁ ସିଲ୍ ହେଲା ଦୋକାନ । ରାଜଧାନୀ ଭୁବନେଶ୍ୱରସ୍ଥିତ ପଟିଆ ହାଟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ବଡ଼ ବଡ଼ ସୋ’ରୁମ ବନ୍ଦ…

ସିଲ୍ ହେଲା ଆମିଷ ଦୋକାନ, ୩ ଗିରଫ

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଆମିଷ ଦୋକାନକୁ ସିଲ କରିଛି ପୋଲିସ । ଭୁବନେଶ୍ୱର ପଟିଆସ୍ଥିତ ‘ଦ ନନଭେଜ ୱାଲ୍ଡ’କୁ ସିଲ୍ କରାଯାଇଛି । କୋଭିଡ ନିୟମ ଉଲଙ୍ଘନ ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଅନଲାଇନ ଓ ଅଫ ଲାଇନରେ ଏହି ଦୋକାନ ବିକ୍ରି କରୁଥିବା ବେଳେ ପ୍ରବଳ ଲୋକଙ୍କ ଭିଡ…

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ବ୍ରତ । ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ଆଜିର ଦିନଟିକୁ । କିନ୍ନରମାନେ ନିଜର ଗୁରୁଙ୍କୁ ସ୍ୱାମୀ ବୋଲି ମାନନ୍ତି । ଏଣୁ ସେମାନଙ୍କ ଉଦ୍ଦେଶ୍ୟରେ ଆଜିର ଦିନଟିକୁ କାଷ୍ଟାର ସହ ପାଳନ କରିଥାନ୍ତି ।…

କୋଭିଡ ପରିଚାଳନା ଲାଗି ବିଏମସିକୁ ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ଲହର । ରାଜ୍ୟବାସୀଙ୍କ ଲାଗି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ପ୍ୟାକେଜ୍ ରାଜ୍ୟବାସୀଙ୍କ ଲାଗି ଘୋଷଣା କରିବାରେ ଲାଗିଛନ୍ତି । ଗତକାଲି ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର…

ଟିକାକରଣ ନେଇ ବାଉଳା କରୁଛି ବିଏମ୍‌ସିି

ବାଚାଳାମି ଦୋଷ ଭୁବନେଶ୍ୱର : ରାଜଧାନୀରେ ଟିକାକରଣ ନେଇ ଲୋକଙ୍କୁ ବାଉଳା କରୁଛି ବିଏମ୍‍ସି । କେତେବେଳେ କହୁଛି ସ୍ଲଟ ଖୋଲିବ ବୁକିଂ କର ତ ଆଉ କେତେବେଳେ କହୁଛି ବିନା ବୁକିଂରେ ଆସ । ଗୋଟିଏ ପଟେ ଟିକା ଅଭାବ କଥା କହୁଥିବାବେଳେ ଅନ୍ୟପଟେ ରାସ୍ତାଘାଟ ବୁଲି ଲୋକଙ୍କୁ ଟିକା ଫୋଡି ଫଟୋ…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟହେଲେ ୫୬୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଚେନକୁ ଭାଙ୍ଗିବା ଲାଗି ଜାରି ରହିଛି ଲକଡାଉନ ଓ ସଟଡାଉନ । ଯାହା ଫଳରେ ତଳମୁହାଁ ହେବାକୁ ବସିଛି କରୋନା ମିଟର । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ୫୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ୪୫୪ ଜଣ…

ଶୀତଳ ଷଷ୍ଠୀ ଉତ୍ସବକୁ ଅନୁମତି ଦେଲା ବିଏମସି

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ମହାଦେବ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ବିନା ଭକ୍ତରେ ଅନୁଷ୍ଠିତ ହେବ ଏହି ଉତ୍ସବ । ଆଜି ଅନୁମତି ଦେଇଛି ବିଏମସି । ସର୍ବାଧିକ ୬ଜଣ ସେବାୟତ ସାମିଲ ହୋଇ ପାରିବେ । ଜୁନ ୧୫ ଓ ୧୬ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହେବ । ତେବେ…

ଏସପ୍ଲାନେଡ ମଲ ପାର୍କିଂରେ ବୟସ୍କଙ୍କ ପାଇଁ ଟିକା

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଟୀକାକରଣ ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । କୋଭିଡ ଟିକା ନେବାକୁ ବିଭିନ୍ନ ସ୍ଥାନରେ ଭିଡ ଜମୁଥିବା ବେଳେ ଟିକା ଦାନ କେନ୍ଦ୍ରରେ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ବିଏମସି ପକ୍ଷରୁ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ…

ଆଜି ରାଜଧାନୀରୁ ୫୮୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ସଂକ୍ରମଣ ଭୟ । ତେବେ ଆଜି ଭୁବନେଶ୍ୱରରେ ୫୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ୨୦୪ ଜଣ ସଂକ୍ରମିତ ଆଜି ସୁସ୍ଥ ହୋଇ…