Odia News Portal
Browsing Tag

bmc

ରାଜଧାନୀ ୟୁନିଟ୍‌-୪ ପରିବା ଓ ମାଛ ମାର୍କେଟ ସିଲ୍

ଭୁବନେଶ୍ୱର: ରାଜଧାନୀର ୪ ନମ୍ବର ପରିବା ମାର୍କେଟରେ ବିଏମସି ଚଢାଉ କରି ସିଲ୍ କରିଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପରିବା ମାର୍କେଟ ସିଲ୍ କରିଛି ବିଏମସି । ୟୁନିଟ ୪ ମାଛ ମାର୍କେଟକୁ ବି ସମାନ କାରଣରୁ ସିଲ୍ ହୋଇଛି । ସଟଡାଉନ ବେଳେ ମାଛ ବଜାରରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିଲା ।…

ରାଜଧାନୀରେ ସଫେଇ ସଂସ୍ଥା ଓ ୱାର୍ଡ ଅଫିସରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ

ଭୁବନେଶ୍ୱର : ରାଜଧାନୀରେ ଏବେ ଡେଙ୍ଗୁ ମାତିଛି । ପ୍ରତିଦିନ ମଶା କାମୁଡାରେ ଘାଇଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଲୋକେ ବିଏମ୍‍ସି ଉପରେ ରକ୍ତଚାଉଳ ଚୋବାଉଛନ୍ତି । ତେବେ ଏଭଳି ସ୍ଥିତିରେ ସହରର ବହୁ ଅଞ୍ଚଳରେ ସଫେଇ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ଓ ପ୍ରତି ୱାର୍ଡରେ ନିଯୁକ୍ତ…

ବିଏମସିକୁ ଟାର୍ଗେଟ କଲେ ଅପରାଜିତା ଷଢ଼ଙ୍ଗୀ

ଭୁବନେଶ୍ୱର: ନିମ୍ନମାନର କାମ କରୁଛି ବିଏମସି । କୋଟି କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲେ ସୁଦ୍ଧା କାମ ହୋଇନାହିଁ । ଟଙ୍କା କୁଆଡ଼େ ଗଲା? ଏଭଳି ଅନେକ ପ୍ରଶ୍ନବାଣ ଛାଡ଼ିବା ସହ ବିଏମସିକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ଭୁବନେଶ୍ୱରର ୱାର୍ଡ ନମ୍ବର ୪୫ରେ ଥିବା…

ରାଜଧାନୀବାସୀ ମଶା କାମୁଡାରେ କଲବଲ, ଚଢଉରେ ମାତିଛି ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀବାସୀ ମଶା କାମୁଡାରେ କଲବଲ ହେଉଥିବା ଏବଂ ଡେଙ୍ଗୁରେ ସଂକ୍ରମିତ ହେଉଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ମଶା ନିୟନ୍ତ୍ରଣ ଅପେକ୍ଷା ଦୋକାନ ବଜାର ସିଲ୍ ଓ ବିବାହ ମଣ୍ଡପ ଚଢଉରେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ଖୋଦ ରାଜଧାନୀରେ ଡେଙ୍ଗୁ ଅଣାୟତ ହେଉଥିବାବେଳେ…

ଭୀକାରୀମୁକ୍ତ ହେବ ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀରେ ଆଉ ରହିବେନି ଭୀକାରୀ । ଭୀକାରୀମୁକ୍ତ କରିବା ଲାଗି ବିଏମସି, କମିଶନରେଟ୍ ପୋଲିସ ଓ ୩ ସ୍ୱେଚ୍ଛୋସେବୀ ସଂଗଠନର ମିଳିତ ପ୍ରୟାସରେ ଏହା କରାଯିବ ବୋଲି ସୂଚନା ମିଳିଛି । ଆଜି ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି…

ବିଶାଲ ସୋରୁମ୍ ସିଲ୍ କଲା ବିଏମସି

ଭୁବନେଶ୍ୱର: ଆକ୍ସନ ମୁଡରେ ରହିଛି ବିଏମସି । ଭୁବନେଶ୍ୱରରେ କୋଭିଡ ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ କରୁଛି ଚଢ଼ାଉ । ଆଜନ୍ରାଜଧାନୀର ବଡ଼ ବଡ଼ ସୋରୁମ୍ ସିଲ୍ କରିଛି ବିଏମସି । ଇନ୍ଦ୍ରଧନୁ ମାକେର୍ଟରେ ଥିବା ବିଶାଲ ମେଗାମାର୍ଟକୁ ସିଲ୍ କରିଛି ବିଏମସି । ଏହାସହ ରାଜଧାନୀର…

ଭୁବନେଶ୍ୱରରେ ୭ଟି ମଦ ଦୋକାନ ସିଲ୍‌

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ରାଜଧାନୀରେ ୭ଟି ମଦ ଦୋକାଲ ସିଲ କରିଛି ବିଏମସି । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସହିଦ ନଗର, ବାପୁଜୀ ନଗର, ଡମଣା, ରସୁଲଗଡ଼ ଓ କେୟାର ହସ୍ପିଟାଲ ଛକରେ ଥିବା ମଦ ଦୋକାନ ସିଲ୍ କରିଛି ବିଏମସି । କରୋନା ସମୟରେ ଏମାନେ ଗହଳି କରୁଥିବା…

ତାରିଣୀ ବସ୍ତ୍ରାଳୟ ସିଲ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଲୁଗା ଦୋକାନ ମା ତାରିଣୀ ବସ୍ତ୍ରାଳୟ ସିଲ କରିଛି ବିଏସି । ଏହି ଦୋକାନକୁ ୭୫ ହଜାର ଟଙ୍କାର ଫାଇନ କରିଛି ବିଏମସି । ସେପଟେ ଏଠାକୁ ଆସିଥିବା ଗ୍ରାହାକଙ୍କୁ ୫ହଜାର ଟଙ୍କା ଲେଖାଏଁ ମଧ୍ୟ ଫାଇନ କରାଯାଇଛି । ତେବେ ୫ଜଣ ଗ୍ରାହାକଙ୍କଠାରୁ ୨୫ ହଜାର…

ପଦାରେ ପଡ଼ିଲା ସ୍ମାର୍ଟ ସିଟିର ବିକଳ ଚିତ୍ର

ଭୁବନେଶ୍ୱର: ପଦାରେ ପଡିଲା ସ୍ମାର୍ଟ ସିଟିର ବିକଳ ଚିତ୍ର । ବେଙ୍ଗ ମୁତିଲେ ଘରେ ପଶୁଛି ପାଣି । ସହର ଭାସୁଛି ସୃଷ୍ଟି ହେଉଛି କୃତ୍ରିମ ବନ୍ୟା । ଅସରାଏ ବର୍ଷା ହେଲେ ବୁଡିଇଯାଉଛି ଭୁବନେଶ୍ୱରର ଅନେକ ଅଚଂଳ । ଏ ହେଉଛି ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ଦୃଶ୍ୟ । ଟିକିଏ ବର୍ଷା ହେଲେ…

ରାଜଧାନୀରେ କିନ୍ନରଙ୍କ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ବିଏସି ପକ୍ଷରୁ ରାଜଧାନୀରେ କିନ୍ନରଙ୍କୁ ସ୍ୱତନ୍ତ୍ର ଭାବେ ଦିଆଯାଉଛି ଟିକା । ବିନା ସ୍ଲଟ ବୁକିଂରେ ସେସନ ଜରିଆରେ ଟିକା ଦିଆଯାଉଛି । ସଖା ତରଫରୁ ସମସ୍ତ କିନ୍ନରଙ୍କ ତାଲିକା ପ୍ରସ୍ତୁତ କରାଯାଇ ଟିକାକରଣ କରାଯାଉଛି । ୟୁନିଟ୍ ୯ ଭୁବନେଶ୍ୱରସ୍ଥିତ ବାଳକ ବିଦ୍ୟାଳୟରେ ୧୦୦ଜଣ…