Odia News Portal
Browsing Tag

boudha

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଶିକାରୀ ମୃତ

ବୌଦ୍ଧ: ବାରହା ଶିକାଲ ଲାଗି ବିଛାଇଥିଲେ ତାର । ହେଲେ ନିଜେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ ଶିକାରୀଙ୍କ ଜୀବନ । ବୌଦ୍ଧ ରେଞ୍ଜ ଗଣ୍ଡିସର ସେକ୍ସନ ପିପଳମୁଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା। ମୃତକ ହେଲେ କୁରୁକୁଳ ଗାଁର ଦଶ୍ୟନନ୍ଦ ଦେହୁରୀ ଓ ରମ୍ଭିକଟା ଗାଁର କଇରା ବାଘ ବୋଲି…

ଦୁର୍ଘଟଣାରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

ବୌଦ୍ଧ: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମଟିଆଠରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଘାଡ଼ି ଧକ୍କାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମୁସୁଡ଼ା ଗ୍ରାମର ଝାଣ୍ଟୁ ଚରଣ ବେହେରା ଓ ବ୍ରାହ୍ମଣୀ ଗ୍ରାମର ଝାଣ୍ଟୁ…

ବାପାଙ୍କ ଅସୁସ୍ଥ ଖବର ପାଇ ଦେଖିବାକୁ ଯାଉଥିଲେ, ଦୁର୍ଘଟଣାରେ ଚାଲିଗଲା ପୁଅ ବୋହୂଙ୍କ ଜୀବନ

ବୌଦ୍ଧ: ବାପା ଅସୁସ୍ଥ ଥିବା ଖବର ପାଇ ସ୍ତ୍ରୀ ଓ ପରିବାର ଲୋକଙ୍କ ସହ ଦେଖା କରିବାକୁ ବାହାରିଥିଲା ପୁଅ । ମେଡିକାଲରେ ପହଞ୍ଚିବା ପୂର୍ବରୁ ଘଟିଲା ଦୁର୍ଘଟଣା । ଚାଲିଗଲା ପୁଅ ବୋହୂଙ୍କ ଜୀବନ । ଆଉ ଏବେ ବି ଗୁରୁତର ଅବସ୍ଥାରେ ଚିକତ୍ସିତ ହେଉଛନ୍ତି ୩ଜଣ । ବୌଦ୍ଧ ଜିଲ୍ଲାରୁ ଆସିଛି ଏଭଳି…

କରୋନା କଟକଣାକୁ ଫୁ କରି ମାଛ ଧରିଲେ ଶତାଧିକ ଲୋକ

ବୌଦ୍ଧ: କରୋନା କଟକଣାକୁ ଫୁ । ପୋଖରୀରୁ ମାଛ ଧରିଲେ ଶତାଧିକ ଲୋକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ମୁଣ୍ଡରେ ରହିଥିବା ପୋଖରୀରେ ଶତାଧିକ ଲୋକ ମାଛ ମାରୁଥିବା ବେଳେ ଖୋଲାଖୋଲି ଭାବେ କଟକଣାକୁ ଫୁ କରିଦେଇଛନ୍ତି । ଯାହାକୁ ନେଇ ଏବେ…

୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ: ଲକ୍‌ଡାଉନରେ ଚାଲିଥିଲା ଗଞ୍ଜେଇ ଚାଲାଣ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରୁ ଛତିଶଗଡ଼ ଚାଲାଣ ହେଉଥିଲା ଗଞ୍ଜେଇ । କେନ୍ଦ୍ରୀୟ ସ୍କ୍ୱାର୍ଡ ହାତରେ ଧରାପଡ଼ିଗଲେ ବେପାରୀ । ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ବୁଧବାର ଏକ ଟ୍ରକ ଯୋଗେ ୬ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣକ୍ରାଯାଉଥିବା ବେଳେ…