Odia News Portal
Browsing Tag

chief minister naveen pattanaik

ବିଶ୍ୱ ଆଦ୍ରଭୂମି ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ହେଉଛି ବିଶ୍ୱ ଆର୍ଦ୍ରଭୂମି ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ବନ ସିଙ୍କ୍ ଭାବେ ଆର୍ଦ୍ରଭୂମି ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ରୋକିଥାଏ । ଜଳବାୟୁ ପରିବର୍ତ୍ତନ ଜନିତ ବିଭିନ୍ନ ସମସ୍ୟାରୁ ଆଶ୍ୱସ୍ତି ଦେବା ସହ ମଧୁର ଜଳର ସ୍ରୋତ ପାଲଟି…

ଏକାମ୍ର ପ୍ରଗତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ

ଏକାମ୍ର ନିର୍ବାଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଭିତରେ ରହିଛି ଭୁବନେଶ୍ଵରରେ ପ୍ରତି ଘରକୁ ୨୪ ଘଣ୍ଟା ପାନୀୟ ଜଳଯୋଗାଣ ପାଇଁ ୩୩ କୋଟି, ବରମୁଣ୍ଡା ଓ ୱାର୍ଡ ନମ୍ବର ୨୪ ଅଞ୍ଚଳରେ ସେଥିପାଇଁ ୮ କୋଟି ୯୩ ଲକ୍ଷ ,…

ଘର ମରାମତି ପାଇଁ ଟଙ୍କା ଦେବେ ସରକାର

ବିଜୁ ପକ୍କାଘର ହିତାଧିକାରୀଙ୍କୁ ମିଳିବ ଘର ମରାମତି ପାଇଁ ଟଙ୍କା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଲାଖାଏଁ ଦେବେ । ଆଜି କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ବିଭିନ୍ନ ଆବାସ ଯୋଜନାରେ ଘର ପାଇଥିବା…

୬୧୩୧ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି ପତ୍ର

ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଲାଗି କଳିଙ୍ଗ ହକି ଷ୍ଟାଡିୟମ୍ରେ ବିଶାଳ କାର୍ୟ୍ୟକ୍ରମ । ୩୦ ଜିଲ୍ଲାର ୬୧୩୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। କଟକ ଜିଲ୍ଲାରୁ ସର୍ବାଧିକ ୪୩୮ଜଣ ରହିଥିବା ବେଳେ ଗଞ୍ଜାମ ସୁନ୍ଦରଗଡ଼ର ୩୯୧ ଜଣ ଲେଖାଏଁ ,…